ଦିଲ୍ଲୀରେ ପ୍ରବଳ ଝଡ ତୋଫାନରେ ଘରର କାନ୍ଥ ଭୁଶୁଡ଼ି ପଡିଛି । ଯାହାଫଳରେ ୮ ଜଣ ଆହତ ହୋଇଛନ୍ତି । ଖବର ପାଇ, ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ Read More >
ସେନାଙ୍କ ପାଇଁ ସ୍ୱତନ୍ତ୍ର ବୁଲେଟ୍ ପ୍ରୁଫ୍ ଜାକେଟ୍ ପ୍ରସ୍ତୁତ କରିଛି କାନପୁର ଡିଆରଡିଓ । ଏହି ଜାକେଟ୍ ଟି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କରାଯିବା ସହିତ ଆଧୁନିକ ଉପାୟ ଓ ଉପାଦାନର ବ୍ୟବହାର ହୋଇଛି Read More >
ନିଟ୍-୨୦୨୪ ପରୀକ୍ଷା ସହର ସୂଚୀ ପ୍ରକାଶ ପାଇଛି । ଜାତୀୟ ଯୋଗ୍ୟତା ପ୍ରବେଶିସକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଆସିଲା ପରୀକ୍ଷା ସହର ସୂଚୀ । Read More >
୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ କ୍ରିକେଟର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର। ସେ ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ବିଶ୍ୱର ସବୁଠାରୁ ଅଧିକ ରନ କରିଥିବା କ୍ରିକେଟର ଥିଲେ। Read More >
ବାପା ଗାଡ଼ି ଧକ୍କାରେ ଝିଅ ମୃତ । ଏପରି ଏକ ଅଭାବନୀୟ ଘଟଣା ବେଙ୍ଗାଲୁରୁରେ ଘଟିଛି । ଅଜାଣତରେ ବାପା ଗାଡ଼ି ଚକା ତଳେ ଚାଲିଗଲା ଝିଅର ଜୀବନ Read More >
ମଙ୍ଗଳବାର ଡିଜିସିଏ ପକ୍ଷରୁ ୧୨ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ବିମାନରେ ଏକ ନୂଆ ନିୟମ ଜାରି କରାଯାଇଛି । Read More >
ସିଙ୍ଗାପୁର ଏବଂ ହଂକଂରେ ଭାରତୀୟ କମ୍ପାନୀ ଏମ୍ଡିଏଚ୍ ଓ ଏଭେରେଷ୍ଟ ମସାଲାକୁ ବ୍ୟାନ କରାଯାଇଛି। କାରଣ ଏହି ମସଲା ଗୁଡିକରେ କର୍ସିନୋଜେନିକ୍ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ନେଇ ଦର୍ଶାଇଥିଲା। Read More >
ଉତ୍ପାଦ ବିକ୍ରି ପାଇଁ ଖବରକାଗଜରେ ଯେଉଁ ଆକାରରେ ବିଜ୍ଞାପନ ଦେଉଛ, ସେହି ଆକାରରେ କ୍ଷମାପ୍ରାର୍ଥନା ଛାପ। ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦକୁ ମଙ୍ଗଳବାର ଏଭଳି ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। Read More >
ବରଫ ଝରଣାରେ ଫସି ଚାଲିଗଲା ଭାରତୀୟ ଡାକ୍ତରୀ ଛାତ୍ରଙ୍କ ଜୀବନ । ବିଦେଶରେ ପୁଣି ପ୍ରାଣ ହରାଇଲେ ଜଣେ ଭାରତୀୟ ଛାତ୍ର । କିର୍ଗିଜସ୍ଥାନରେ ଏକ ବରଫ ଫସି ରହି ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ଆନ୍ଧ୍ରପ୍ରଦେଶର ବାସିନ୍ଦା ବୋଲି ସୂଚନା ମିଳିଛି । Read More >
ହନୁମାନ ସ୍ୱରୂପରେ ଦର୍ଶନ ଦେଲେ ବାବା ମହାକାଳ । ମଧ୍ୟପ୍ରଦେଶ ଉଜ୍ଜୈନରେ ଥିବା ବିଶ୍ବ ପ୍ରସିଦ୍ଧ ମହାକାଳେଶ୍ବର ପାଳନ ହେଲା ହନୁମାନ ଜୟନ୍ତୀ । ଚୈତ୍ର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ଅବସରରେ ବାବା ମହାକାଳ ହନୁମାନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । Read More >
ଉତ୍ତର ପ୍ରଦେଶର କନୌଜରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହେବାସହିତ ପ୍ରାୟ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି Read More >
ଆତଙ୍କବାଦୀଙ୍କ ହିଂସାତ୍ମକ କାର୍ଯ୍ୟ ବଢୁଥିବାବେଳେ ଜାମ୍ମୁ-କାଶ୍ମୀରରେ ଘଟିଛି ଏକ ଅଭାବନୀୟ ଘଟଣା । ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରରେ ଜଣେ ସରକାରୀ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି Read More >
ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍
ଦିଲ୍ଲୀରେ କାନ୍ଥ ଭୁଶୁଡ଼ି : ୮ ଆହତ
ଆଜି ବସିବ ଛତିଶା ନିଯୋଗ ବୈଠକ
ନିର୍ବାଚନ ପାଇଁ ମନିଟରିଂ ନିୟମାବଳୀ ସଂପର୍କିତ ବୈଠକ