ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ ବାଲକୃଷ୍ଣ ପୁନର୍ବାର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ବୁଧବାର (ଏପ୍ରିଲ ୨୪, ୨୦୨୪) କ୍ଷମା ମାଗିଛନ୍ତି । Read More >
ଭାରତ ନିଜର ସାମରିକ ସାମର୍ଥ୍ୟକୁ ମଜବୁତ କରିବାରେ ଲାଗିଛି ଏବଂ ନୂତନ ନୂତନ କ୍ଷେପଣାସ୍ତ୍ର ପରୀକ୍ଷା କରୁଛି । ଭାରତୀୟ ବାୟୁସେନା ବର୍ତ୍ତମାନ ଏକ ଅନନ୍ୟ କ୍ଷମତା ପ୍ରଦାନ କରୁଥିବାରୁ ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ବହୁ ସଂଖ୍ୟକ ଇସ୍ରାଏଲ୍ କ୍ଷେପଣାସ୍ତ୍ର ନିର୍ମାଣ କରିବାକୁ ଯୋଜନା କରୁଛି । Read More >
ଭିଣେଇକୁ ହତ୍ୟା କଲା ଭାଇ । ଭଉଣୀର ପ୍ରେମ ବିବାହକୁ ବିରୋଧ କରି ଭିଣେଇକୁ ହତ୍ୟା କଲା ଭାଇ । ଏପରି ଏକ ଅଭାବନୀୟ ଘଟଣା ହରିୟାଣାରେ ଘଟିଛି Read More >
ଦେଶରେ ପର୍ଯ୍ୟାୟକ୍ରମେ ସାଧାରଣ ନିର୍ବାଚନ ଆରମ୍ଭ ହୋଇଛି । ତେବେ ନିର୍ବାଚନ ସମୟରେ ଚାରିଆଡେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବ୍ୟାପକ ମାତ୍ରାରେ ନଗଦ ଅର୍ଥ କାରବାର ହୋଇଥାଏ । Read More >
ଦିଲ୍ଲୀରେ ପ୍ରବଳ ଝଡ ତୋଫାନରେ ଘରର କାନ୍ଥ ଭୁଶୁଡ଼ି ପଡିଛି । ଯାହାଫଳରେ ୮ ଜଣ ଆହତ ହୋଇଛନ୍ତି । ଖବର ପାଇ, ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ Read More >
ସେନାଙ୍କ ପାଇଁ ସ୍ୱତନ୍ତ୍ର ବୁଲେଟ୍ ପ୍ରୁଫ୍ ଜାକେଟ୍ ପ୍ରସ୍ତୁତ କରିଛି କାନପୁର ଡିଆରଡିଓ । ଏହି ଜାକେଟ୍ ଟି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କରାଯିବା ସହିତ ଆଧୁନିକ ଉପାୟ ଓ ଉପାଦାନର ବ୍ୟବହାର ହୋଇଛି Read More >
ନିଟ୍-୨୦୨୪ ପରୀକ୍ଷା ସହର ସୂଚୀ ପ୍ରକାଶ ପାଇଛି । ଜାତୀୟ ଯୋଗ୍ୟତା ପ୍ରବେଶିସକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଆସିଲା ପରୀକ୍ଷା ସହର ସୂଚୀ । Read More >
୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ କ୍ରିକେଟର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର। ସେ ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ବିଶ୍ୱର ସବୁଠାରୁ ଅଧିକ ରନ କରିଥିବା କ୍ରିକେଟର ଥିଲେ। Read More >
ବାପା ଗାଡ଼ି ଧକ୍କାରେ ଝିଅ ମୃତ । ଏପରି ଏକ ଅଭାବନୀୟ ଘଟଣା ବେଙ୍ଗାଲୁରୁରେ ଘଟିଛି । ଅଜାଣତରେ ବାପା ଗାଡ଼ି ଚକା ତଳେ ଚାଲିଗଲା ଝିଅର ଜୀବନ Read More >
ମଙ୍ଗଳବାର ଡିଜିସିଏ ପକ୍ଷରୁ ୧୨ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ବିମାନରେ ଏକ ନୂଆ ନିୟମ ଜାରି କରାଯାଇଛି । Read More >
ସିଙ୍ଗାପୁର ଏବଂ ହଂକଂରେ ଭାରତୀୟ କମ୍ପାନୀ ଏମ୍ଡିଏଚ୍ ଓ ଏଭେରେଷ୍ଟ ମସାଲାକୁ ବ୍ୟାନ କରାଯାଇଛି। କାରଣ ଏହି ମସଲା ଗୁଡିକରେ କର୍ସିନୋଜେନିକ୍ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ନେଇ ଦର୍ଶାଇଥିଲା। Read More >
ଉତ୍ପାଦ ବିକ୍ରି ପାଇଁ ଖବରକାଗଜରେ ଯେଉଁ ଆକାରରେ ବିଜ୍ଞାପନ ଦେଉଛ, ସେହି ଆକାରରେ କ୍ଷମାପ୍ରାର୍ଥନା ଛାପ। ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦକୁ ମଙ୍ଗଳବାର ଏଭଳି ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। Read More >
ନାମାଙ୍କନ ପତ୍ର ଦାଖଲ କଲେ ଦୁଇ ବିଜେପି ବିଧାୟକ ପ୍ରାର୍ଥୀ
ରାମଲୀଳାରେ ଭରତ ମିଳନ
ମଦ୍ୟପାନ କରି ମାତାଲ୍ ହେଲେ ଶିକ୍ଷକ
ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୧୨ରୁ ଉର୍ଦ୍ଧ୍ଵ ବଖରା