ଜମ୍ମୁକଶ୍ମୀର: ଅନନ୍ତନାଗରେ ସୁରକ୍ଷାବାହିନୀର ଏନକାଉଣ୍ଟର ଜାରି
Khabar Odisha:Nation-Exchange-of-fire-underway-between-security-forces--terrorists-in-Anantnag

ଶ୍ରୀନଗର, ଜୁନ ୧୭ (ଖବର ଓଡ଼ିଶା): ଜମ୍ମୁକଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୋମବାର ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀଙ୍କ ବିରୋଧରେ ଏନକାଉଣ୍ଟର କରିଛନ୍ତି । ଜଙ୍ଗଲରେ ଆତଙ୍କବାଦୀମାନେ ଥିବା ସୂଚନା ମିଳିବା ପରେ ସୁରକ୍ଷାବାହିନୀର ଯବାନମାନେ ଘଟଣାସ୍ଥଳକୁ ପହଂଚିଥିଲେ ।

ରିପୋର୍ଟ ଲେଖାଯିବା ବେଳକୁ ଏନକାଉଣ୍ଟର ଜାରି ରହିଛି । ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀ ମାନଙ୍କୁ ଘେରାବନ୍ଦୀ କରି ରଖିଛନ୍ତି । 

   

 

  • Tags:

Subscribe

National International State Sports Entertainment