ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଏବଂ ଦକ୍ଷତା, ବିକାଶ, ଉଦ୍ଯମତା ମନ୍ତ୍ରଣାଳୟ ଅଧୀନସ୍ଥ ଭାରତୀୟ ଲୌହ ଏବଂ ଇସ୍ପାତ କ୍ଷେତ୍ରିୟ ଦକ୍ଷତା ପରିଷଦ ମଧ୍ଯରେ ଏପ୍ରିଲ ୨୩ ତାରିଖରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଯାଇଛି। Read More >
ବାପା ଗାଡ଼ି ଧକ୍କାରେ ଝିଅ ମୃତ । ଏପରି ଏକ ଅଭାବନୀୟ ଘଟଣା ବେଙ୍ଗାଲୁରୁରେ ଘଟିଛି । ଅଜାଣତରେ ବାପା ଗାଡ଼ି ଚକା ତଳେ ଚାଲିଗଲା ଝିଅର ଜୀବନ Read More >
ମଙ୍ଗଳବାର ଡିଜିସିଏ ପକ୍ଷରୁ ୧୨ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ବିମାନରେ ଏକ ନୂଆ ନିୟମ ଜାରି କରାଯାଇଛି । Read More >
ସିଙ୍ଗାପୁର ଏବଂ ହଂକଂରେ ଭାରତୀୟ କମ୍ପାନୀ ଏମ୍ଡିଏଚ୍ ଓ ଏଭେରେଷ୍ଟ ମସାଲାକୁ ବ୍ୟାନ କରାଯାଇଛି। କାରଣ ଏହି ମସଲା ଗୁଡିକରେ କର୍ସିନୋଜେନିକ୍ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ନେଇ ଦର୍ଶାଇଥିଲା। Read More >
ଉତ୍ପାଦ ବିକ୍ରି ପାଇଁ ଖବରକାଗଜରେ ଯେଉଁ ଆକାରରେ ବିଜ୍ଞାପନ ଦେଉଛ, ସେହି ଆକାରରେ କ୍ଷମାପ୍ରାର୍ଥନା ଛାପ। ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦକୁ ମଙ୍ଗଳବାର ଏଭଳି ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। Read More >
ବରଫ ଝରଣାରେ ଫସି ଚାଲିଗଲା ଭାରତୀୟ ଡାକ୍ତରୀ ଛାତ୍ରଙ୍କ ଜୀବନ । ବିଦେଶରେ ପୁଣି ପ୍ରାଣ ହରାଇଲେ ଜଣେ ଭାରତୀୟ ଛାତ୍ର । କିର୍ଗିଜସ୍ଥାନରେ ଏକ ବରଫ ଫସି ରହି ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ଆନ୍ଧ୍ରପ୍ରଦେଶର ବାସିନ୍ଦା ବୋଲି ସୂଚନା ମିଳିଛି । Read More >
ହନୁମାନ ସ୍ୱରୂପରେ ଦର୍ଶନ ଦେଲେ ବାବା ମହାକାଳ । ମଧ୍ୟପ୍ରଦେଶ ଉଜ୍ଜୈନରେ ଥିବା ବିଶ୍ବ ପ୍ରସିଦ୍ଧ ମହାକାଳେଶ୍ବର ପାଳନ ହେଲା ହନୁମାନ ଜୟନ୍ତୀ । ଚୈତ୍ର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ଅବସରରେ ବାବା ମହାକାଳ ହନୁମାନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । Read More >
ଉତ୍ତର ପ୍ରଦେଶର କନୌଜରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହେବାସହିତ ପ୍ରାୟ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି Read More >
ଆତଙ୍କବାଦୀଙ୍କ ହିଂସାତ୍ମକ କାର୍ଯ୍ୟ ବଢୁଥିବାବେଳେ ଜାମ୍ମୁ-କାଶ୍ମୀରରେ ଘଟିଛି ଏକ ଅଭାବନୀୟ ଘଟଣା । ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରରେ ଜଣେ ସରକାରୀ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି Read More >
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସାମାରୋହରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ସାମାରୋହରେ ଚଳିତ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି Read More >
ରବିବାର ପୃଥିବୀର ନିକଟତର ହୋଇଛି ଡେଭିଲ ଧୂମକେତୁ ଭାବେ ପରିଚିତ ‘୧୨ପି/ପୋନ୍ସ-ବ୍ରୁକ୍ସ’(12P/Pons-Brooks) । ଦୀର୍ଘ ୭୧ ବର୍ଷ ପରେ ଘଟିଥିବା ଏହି ବିରଳ ସଂଯୋଗ ଭାରତୀୟ ତଥା ବିଶ୍ୱର ବୈଜ୍ଞାନିକମାନଙ୍କୁ ରୋମାଞ୍ଚିତ କରିଛି। ସୂର୍ଯ୍ୟଙ୍କୁ ପରିକ୍ରମା କରୁଥିବା ଏହି ଧୂମକେତୁଟି ମାର୍ଚ୍ଚ ପ୍ରଥମସପ୍ତାହରୁ ଏକ ଉଜ୍ଜ୍ୱଳ କ୍ଷୁଦ୍ର ବିନ୍ଦୁ ଭାବେ ଦୃଶ୍ୟମାନ ହେଉଥିଲା। Read More >
ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଂରାଜୀ ପତ୍ରିକା ‘କମ୍ପିଟିସନ୍ ସକ୍ସେସ୍ ରିଭ୍ୟୁ’ ପକ୍ଷରୁ ୩ ଟି ସିଏସ୍ଆର୍ ସମ୍ମାନ ପ୍ରଦାନ କରାଯାଇଛି । Read More >
ବିପିଏନଏସଆଇ ଏବଂ ଆଇଆଇଏସ୍ଏସ୍ଏସ୍ସି ମଧ୍ଯରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଘରେ ନିଆଁ ଲଗାଇଲେ ଦୁର୍ବୁତ୍ତ
ଭୋଜୀ ଖାଇ ୫୦ଜଣ ଅସୁସ୍ଥ
କୁଖ୍ୟାତ ଅପରାଧୀ ଗିରଫ