ଶରୀରର ଏହି ୫ଟି ସମସ୍ୟା ଦୂର କରେ କଞ୍ଚା କଦଳୀ
Khabar Odisha:lifestyle-health-odisha-5-surprising-health-benefits-of-raw-banana
ଭୁବନେଶ୍ୱର, ଅପ୍ରେଲ ୧୦ (ଖବର ଓଡିଶା) :

 ପ୍ରାୟ ସମସ୍ତେ ପାଚିଲା କଦଳୀ ଖାଇବାକୁ ପସନ୍ଦ କରିଥାନ୍ତି । ଖରା ଦିନେ ବାନାନା ସେକ ମଧ୍ୟ କରି ପିଅନ୍ତି । ତେବେ ଆମେ ଆଜି ଆପଣଙ୍କୁ କଞ୍ଚା କଦଳୀର ଉପକାରିତା ବିଷୟରେ କହିବାକୁ ଯାଉଛି । ଏହା ଆପଣଙ୍କ ଶରୀରରକୁ ୫ଟି ଲାଭ ଦେଇଥାଏ । 

୧-କଂଚା କଦଲୀରେ ଫାଇବର୍ସ ଏବଂ ହେଲଦି ଷ୍ଟାର୍ଚ ଥାଏ । ଏହା ପେଟରେ କୋଣସୀ ପ୍ରକାରର ହାନିକାରକ ତତ୍ୱ ଜମିବାକୁ ଦିଏ ନାହିଁ । 

୨-ଓଜନ ହ୍ରାସ କରିବା ପାଇଁ ବେଶ୍ ଲାଭଦାୟକ । ଏଥିରେ ଫାଇବର୍ସ ଥିବା କାରଣରୁ ଫ୍ୟାଟ ସେଲ ଗୁଡିକୁ କମ୍ କରିଦିଏ । 

୩-ଭୋକ ମେଂଟାଇବାକୁ ମଧ୍ୟ ଏହାକୁ ବ୍ୟବହାର କରାଯାଏ । 

୪-ଯଦି କେହି ଡାଇବେଟିସରେ ପୀଡିତ ଥାଏ ତେବେ ଏହା ଲାଭଦାୟକ ହୋଇଥାଏ । କାରଣ ଏହା ସୁଗାର ଲେବଲକୁ କମ୍ କରେ ।

୫-କଂଚା କଦଳୀ ଖାଇବା ଦ୍ୱାରା ପାଚନ ପ୍ରକ୍ରିୟା ନିୟନ୍ତ୍ରଣ ହୋଇଥାଏ । 

Subscribe

National International State Sports Entertainment