୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୨୯୮ କୋଭିଡ୍ ପଜିଟିଭ୍, ୧୮ ବର୍ଷରୁ କମ୍ ବୟସର ୩୩ ଆକ୍ରାନ୍ତ ଭୁବନେଶ୍ୱର ,ଜାନୁଆରୀ ୧(ଖବର ଓଡ଼ିଶା): Share story: ଗତ ୨୪ ଘଣ୍ଟା ମଧ୍ୟରେ ୨୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୫୧୩୨ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୬ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୨୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୩ ଜଣ ରହିଛନ୍ତି ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୫୧୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮୧୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୪୮୦୩ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୫୫୮୪୬୨୯ ସାମ୍ପୁଲ ଟେଷ୍ଟ୍ ହୋଇଛି । Covid-19 Report For 31st DecemberNew Positive Cases: 298Of which 0-18 years: 33In quarantine: 176Local contacts: 122(Details of local contacts will be shared by concerned District) 1. Balasore: 82. Bargarh: 43. Bhadrak: 24. Balangir: 15. Cuttack: 356. Deogarh: 1— I & PR Department, Odisha (@IPR_Odisha) January 1, 2022 ଖବର ଓଡ଼ିଶା, Reporter, 01/01/2022 ଆଜି ହେଉଛି ସଫଳା ଏକାଦଶୀ Ayesha Debnath | 07/01/2024 ବର୍ଷର ପ୍ରଥମ ଏକାଦଶୀ ସଫଳା ଏକାଦଶୀ । ପୌଷ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିକୁ ସଫଳା ଏକାଦଶୀ କୁହାଯାଏ। ଏହିଦିନ ଭଗବାନ ବିଷ୍ଣୁଙ୍କୁ ‘ନାରାୟଣ’ ରୂପରେ ପୂଜା କରାଯାଇଥାଏ। Read More > ଆଜି ଅଁଳା ନବମୀ : ଗୋପାଳଙ୍କ ପାଖକୁ ରାଧା ଆସିଲେ କେମିତି... ଖବର ଓଡ଼ିଶା | 21/11/2023 ଆଜି ଅଁଳା ନବମୀ। ଶ୍ରୀକ୍ଷେତ୍ର ପୁରୀ ଅପେକ୍ଷା ସାକ୍ଷୀଗୋପାଳ ବା ସତ୍ୟବାଦୀରେ ଥିବା ଗୋପାଳ ମନ୍ଦିରରେ ପ୍ରବଳ ଭିଡ। କାରଣ ଏଠି ମା’ ରାଧାରାଣୀଙ୍କ ପାଦ ଦର୍ଶନ ହେଉଛି। ଆପଣଙ୍କ ମନରେ ପ୍ରଶ୍ନ ଆସୁଛି ଯେ, ଏ ରାଧା ପାଦଦର୍ଶନ କ’ଣ ? କ’ଣ ପାଇଁ ଏ ସ୍ବତନ୍ତ୍ର ପର୍ବ। ଏ ସବୁ ବିଷୟରେ ଆପଣଙ୍କୁ କହିବା ଆଗରୁ ଆମେ ରାଧାଙ୍କ ଅଗମନ ସମ୍ପର୍କରେ ଥିବା କାହାଣୀ ଓ କିମ୍ବଦନ୍ତୀଟି କହିବୁ। Read More > ବିଶ୍ଵକର୍ମା ପୂଜା ଦିନ କରନ୍ତୁ ନାହିଁ ଏସବୁ ଭୁଲ ଖବର ଓଡ଼ିଶା | 17/09/2023 ଆଜି ହେଉଛି ପବିତ୍ର ବିଶ୍ଵକର୍ମା ପୂଜା । ଧରାପୃଷ୍ଠ ରେ ପୂଜା ପାଇବେ ଦେବଶିଳ୍ପୀ ବିଶ୍ଵକର୍ମା । ଭଗବାନ ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ ଇଞ୍ଜିନିୟର ଭାବରେ ପରିଗଣିତ କରାଯାଏ। ସେଥିପାଇଁ ବିଶ୍ୱକର୍ମା ପୂଜାରେ ସମସ୍ତ ଯନ୍ତ୍ର ଓ ଉପକରଣ ପୂଜା କରାଯାଏ। Read More > ଆଜି ଇଞ୍ଜିନିୟର ଦିବସ : ମନେପକାଇବା ଭାରତର ସେହି ବିଶିଷ୍ଟ ଇଂଜିନିୟର ଏମ ବିଶ୍ୱେଶ୍ୱରାୟଙ୍କ ଅବଦାନ ଖବର ଓଡ଼ିଶା | 15/09/2023 ଯେକୌଣସି ଦେଶ ନିର୍ମାଣରେ ଇଞ୍ଜିନିୟରମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ସେହି ଇଞ୍ଜିନିୟରମାନଙ୍କ ଅବଦାନ ଦ୍ୱାରା ହିଁ ଦେଶ ଆଗକୁ ବଢିବାରେ ଲାଗିଛି । ଆମେ ରାସ୍ତା,ଘାଟ ,ବଡ଼ବଡ଼ ଅଟାଳିକା ହେଉ ଅବା ରେଳ ଉଡ଼ାଜାହାଜ ଆମେ ଯାହାବି ଦେଖୁଛୁ ତାହା ପଛରେ ରହିଛି ଇଞ୍ଜିନିୟର ମାନଙ୍କ ବିରାଟ ଅବଦାନ ତେଣୁ ଆଜିର ଦିନଟି ଇଞ୍ଜିନିୟରମାନଙ୍କ ଅର୍ଥାତ୍ ରାଷ୍ଟ୍ର ନିର୍ମାଣକାରୀଙ୍କ ଅବଦାନକୁ ସ୍ମରଣ, ପ୍ରଶଂସା ଏବଂ ସମ୍ମାନ ଦେବା ପାଇଁ ପାଳନ କରାଯାଏ । Read More > ଜି ୨୦ ସମ୍ମିଳନୀ ଓ ଭାରତୀୟ ସଭ୍ୟତା- ସଂସ୍କୃତିକୁ ନେଇ ଗର୍ବିତ ଭାରତ Samanwaya Nanda | 09/09/2023 ଜି-20 ଶିଖର ସମ୍ମିଳନୀର ପ୍ରଥମ ଦିନରେ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଯେଉଁ ଫଟୋ ଓ ଭିଡିଓ ପ୍ରଦର୍ଶିତ ହେଉଥିଲା ତାହା ଭାରତବାସୀ ମାନଙ୍କ ମନରେ ଗର୍ବ ଅନୁଭବ କରାଉଥିଲା । କାର୍ଯ୍ୟକ୍ରମ ସ୍ଥଳ ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ ଓ଼ଡିଶାର କୋଣାର୍କ ଚକ୍ର ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରାଧ୍ୟକ୍ଷଙ୍କୁ କୋଣାର୍କ ଚକ୍ର ସାମନାରେ ସ୍ୱାଗତ କରୁଥିଲେ ଓ କରମର୍ଦନ କରିବାର ଦେଖିବାକୁ ମିଳୁଥିଲା । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସ୍ୱାଗତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚକ୍ରକୁ ଦେଖାଇ ପ୍ରଧାନମନ୍ତ୍ରୀ ମୋଦି ଏହାର ବୈଶିଷ୍ଟ୍ୟ ସମ୍ପର୍କରେ ଅବଗତ କରାଉଥିବା ଦେଖିବାକୁ ମିଳିଥିଲା । Read More > ଆସନ୍ତାକାଲି ପବିତ୍ର ରାକ୍ଷୀପୂର୍ଣ୍ଣିମା ଓ ବଳଭଦ୍ର ଜନ୍ମ : ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ଖବର ଓଡ଼ିଶା | 29/08/2023 ସ୍ନେହ ଓ ପବିତ୍ରବନ୍ଧନର ପର୍ବ ହେଉଛି ରକ୍ଷାବନ୍ଧନ ବା ରାକ୍ଷୀପୂର୍ଣ୍ଣିମା । ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ । ତେଣୁ ମାନବୀୟ ଲୀଳାଖେଳା କରୁଥିବା ବଡ଼ ଠାକୁର ଜଗା ବଳିଆ ବି ପିନ୍ଧିବେ ରାକ୍ଷୀ । ଦୁଇଭାଇ ବଳଭଦ୍ର ଓ ଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା । Read More > ଇସ୍ରୋର ନାରୀଶକ୍ତି ତଥା ଇସ୍ରୋର ରକେଟ ୱମ୍ୟାନ୍ । ଆସନ୍ତୁ ଜାଣିବା କିଏ ସେହି ମହିଳା ମାନେ ଆଉ ଇସ୍ରୋ ପାଇଁ ସେମାନଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ଖବର ଓଡ଼ିଶା | 26/08/2023 ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ସଫଳତାର ସହ ଅବତରଣ କରିଛି । ଭାରତ ପାଇଁ ଏହା ହେଉଛି ଗର୍ବ ଓ ଗୌରବର କଥା । ସାରା ବିଶ୍ୱରେ ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇ ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟରେ ନିଜ ଲେଖିଛି ଭାରତ । କେବଳ ଚନ୍ଦ୍ରଯାନ ପାଇଁ ନୁହେଁ ଭାରତରର ସ୍ପେସ ପ୍ରୋଗ୍ରାମ ପାଇଁ କିନ୍ତୁ ଅନେକ ମହିଳା ବୈଜ୍ଞାନିକଙ୍କ ଅବଦାନ ଅତୁଳନୀୟ | ଯେଉଁମାନେ ଇସ୍ରୋର ନାରୀଶକ୍ତି ତଥା ଇସ୍ରୋର ରକେଟ ୱମ୍ୟାନ୍ । Read More > ଆଜି ହେଉଛି ‘ମହିଳା ସମାନତା ଦିବସ’ ପାଳନ ଖବର ଓଡ଼ିଶା | 26/08/2023 ଆଜି ଆଇନଗତ ଭାବରେ ମହିଳା ବା ନାରୀମାନେ ପୁରୁଷଙ୍କ ପରି ସମାନ ଅଧିକାର ପାଇଛନ୍ତି, କିନ୍ତୁ ଆଜିବି ମାନସିକ ସ୍ତରରେ ସମାଜରେ ସେମାନଙ୍କର ସ୍ଥିତିକୁ ନେଇ ଅସମାନତା ଦେଖାଯାଏ ଆଜି ବି ମହିଳାଙ୍କ ସ୍ଥାନ ପୁରୁଷଙ୍କ ତଳେ ବୋଲି କିଛି ଲୋକ ଗ୍ରହଣ କରନ୍ତି । ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଲୋକଙ୍କ ମନରେ ଏବେ ବି ଏକ ଦ୍ୱନ୍ଦ୍ୱାତ୍ମକ ମାନସିକତା ଦେଖିବାକୁ ମିଳେ । Read More > ଅଟଳ ବିହାରୀ ବାଜପେୟୀ ପୁଣ୍ୟତିଥି ଉପଲକ୍ଷେ ବିଶେଷ: ବାଜପେୟୀ ଓ ପୋଖରଣ ପରମାଣୁ ପରୀକ୍ଷଣ ଖବର ଓଡ଼ିଶା | 16/08/2023 Atal Bihari Vajpayee's Death Anniversay Read More > ଆଜି ଦେଶର ସ୍ୱାଧୀନତା ଦିବସ ସହିତ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ଜୟନ୍ତୀ ଖବର ଓଡ଼ିଶା | 15/08/2023 ଆଜି ଦେଶର ସ୍ୱାଧୀନତା ଦିବସ ସହିତ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ଜୟନ୍ତୀ । ଶ୍ରୀଅରବିନ୍ଦ ଜଣେ ପ୍ରଚଣ୍ଡ ରାଷ୍ଟ୍ରଭକ୍ତ, ମହାନ ଯୋଗୀ ଥିଲେ । ବିଦେଶର ନିଜର ପିଲା ଦିନ କାଟି ଥିବା ଭାରତ ମାତାଙ୍କର ଏହି ମହାନ ସୁପୁତ୍ର ଆଇସିଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସତ୍ୱେ ଏଥିରେ ଯୋଗ ନ ଦେଇ ଭାରତର ସ୍ୱାଧୀନତା ଓ ଭାରତର ପୁର୍ନଜାଗରଣ ପାଇଁ ଜୀବନ ଅର୍ପଣ କରି ଦେଇଥିଲେ । Read More > ମୁସଲିମ ଲିଗ ଦ୍ୱାରା ମୋପଲା ହିନ୍ଦୁ ନରସଂହାର ଦୋହରାଇବାର ଚେତାବନୀ Samanwaya Nanda | 31/07/2023 କେରଳର ମୁସଲିମ ଲିଗ ପକ୍ଷରୁ ଆୟୋଜିତ ଏହି ରାଲୀରେ ଯେଭଳି ଭାବେ ହିନ୍ଦୁ ମାନଙ୍କ ବିରୁଦ୍ଧରେ ନାରାବାଜୀ କରାଯାଇଥିଲା, ବୋଧ ହୁଏ ସେମାନେ ଏପରି ନାରାବାଜୀ କରି ମୋପଲା ହିନ୍ଦୁ ନରସଂହାରକୁ ପୁଣି ଥରେ ଦୋହରାଇବାକୁ ଧମକ ଦେଉଛନ୍ତି Read More > ବାପା ଓ ସନ୍ତାନ ମଧ୍ୟରେ ସମ୍ପର୍କ ହେଉଛି ସ୍ନେହ, ଦାୟିତ୍ୱ, ସୁରକ୍ଷାର ବନ୍ଧନ : ବାପାଙ୍କ ବିନା ସତରେ ଏ ଦୁନିଆ ଅନ୍ଧାର ଖବର ଓଡ଼ିଶା | 18/06/2023 ବାପା ଓ ସନ୍ତାନ ମଧ୍ୟରେ ସମ୍ପର୍କ ହେଉଛି ସ୍ନେହ, ଦାୟିତ୍ୱ, ସୁରକ୍ଷା ଏବଂ ଭାବନାର ବନ୍ଧନ। ମା’ଟିଏ ସିନା ପିଲାଟିକୁ ୯ ମାସ ପର୍ଯ୍ୟନ୍ତ ନିଜ ଗର୍ଭରେ ରଖି ଯତ୍ନ ନେଇଥାଏ, ହେଲା ଜଣେ ବାପା ପିଲାଟିକୁ ଆତ୍ମନିର୍ଭର ହେବା ପର୍ଯ୍ୟନ୍ତ ଯତ୍ନ ନେଇଥାଏ। Read More > Tweets by Khabar Odisha Recent ଚକୋଲେଟ୍ ଖାଇ : ଶିଶୁ ମୃତ AC ହେଲମେଟ ପିନ୍ଧିବେ ରାଜଧାନୀ ଟ୍ରାଫିକ ପୋଲିସ ବଳଦକୁ ମାରି ଖାଇଲା କଲରାପତରିଆ କୋରାପୁଟରେ ବୁଲୁଛି ଭାଲୁ ଭିଡିଓ