ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
Khabar Odisha:The-Chief-Minister-approved-the-design-of-the-Oriya-University
ଭୁବନେଶ୍ବର, ଫେବୃଆରୀ ୨୩(ଖବର ଓଡ଼ିଶା)

 ଓଡିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ମିଳିଲା ଅନୁମୋଦନ । ଅନୁମୋଦନ ପ୍ରଦାନ କଲେ ରାଜ୍ୟ ସରକାର । ବିଶ୍ୱବିଦ୍ୟାଳୟ ଡିଜାଇନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି ।

ଦୀର୍ଘଦିନ ହେବ ଓଡିଶା ତଥା ଓଡିଶା ଇତିହାସ ର ମୂକସାକ୍ଷୀ ଥିବା ସତ୍ୟବାଦୀ ବନ ବିଦ୍ୟାଳୟକୁ ଅନୁମୋଦନ ପାଇଁ ଦାବି ହେଉଥିଲା । ଏହା ଉପରେ ମୋହର ଲଗାଇଛନ୍ତି ନବୀନ।

ବିଶ୍ୱବିଦ୍ୟାଳୟର ଡିଜାଇନ ବନବିଦ୍ୟାଳୟ ଢାଞ୍ଚାରେ ପ୍ରସ୍ତୁତ ହୋଇଛି । ଏପରିକି ଶାନ୍ତ, ମୁକ୍ତ ପରିବେଶରେ ଉତ୍ତମ ଶୈକ୍ଷିକ ଅନୁଭବ ପ୍ରଦାନ କରାଯିବା ନେଇ ଲକ୍ଷ୍ୟ ରହିଛି । ସବୁ ଦିଗକୁ ଏଥିରେ ଗୁରୁତ୍ୱ ଦିଆଯାଇଛି ।

  • Tags:

Subscribe

National International State Sports Entertainment