ବ୍ୟବସାୟୀଙ୍କ ଗାଡ଼ିରୁ ୪୨ଲକ୍ଷ ଜବତ
Khabar Odisha:State-Odisha-42lacks-Money-seized-from-Business-mans-Car
ପୁରୀ, ଏପ୍ରିଲ ୧୫(ଖବର ଓଡ଼ିଶା):

ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଓଡ଼ିଶାରେ ଅନ୍ୟ ତିନୋଟି ପର୍ଯ୍ୟାୟ ବାକି ରହିଛି । ତେଣୁ ନିର୍ବାଚନ ଆଚରଣ ସଂହିତା ଉଲଙ୍ଘନ ଯେପରି ନ ହୁଏ ତେଣୁ  ଫ୍ଲାଇଂ ସ୍କ୍ୱାର୍ଡ଼ ଦ୍ୱାରା ବିଭିନ୍ନ ସ୍ଥାନରେ ଯାଂଚ କରାଯାଉଛି । ଆଜି ପୁରୀ ଜିଲ୍ଲା କୋଣାର୍କ-ନିମାପଡ଼ା ରାସ୍ତା ଦିଘାଳ ନକଟରେ ଜଣେ ବ୍ୟବସାୟୀଙ୍କ  ଗାଡ଼ିରୁ ୪୨ଲକ୍ଷ ଟଙ୍କା ଜବତ କରାଯାଇଛି । ଟଙ୍କା ଜବତ ପରେ ଏତେ ଟଙ୍କା କେଉଁଆଡ଼େ ଯାଉଥିଲା ସେନେଇ ପୋଲିସ ଖୋଳତାଡ଼ କରୁଛି ।

  • Tags:

Subscribe

National International State Sports Entertainment