ନୂଆଦିଲ୍ଲୀ, ଜାନୁଆରୀ ୦୧ (ଖବର ଓଡ଼ିଶା): କରୋନା ଭାଇରସ୍ ମହାମାରୀରେ ବିଶ୍ବବ୍ୟାପୀ ଆତଙ୍କିତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଲକ୍ଷ ୧୯ ହଜାର ୧୨୨ ଜଣ ସଂକ୍ରମିତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ୫୫୫୨ ହୋଇଛି। ଆମେରିକା, ଭାରତ, ବ୍ରାଜିଲ, ବ୍ରିଟେନ୍, ଋଷିଆ, ସ୍ପେନ ଓ ଫ୍ରାନ୍ସରେ କରୋନା ଭାଇରସ ସଂକ୍ରମଣ ଅଧିକ ବ୍ୟାପିଛି।
ବିଶ୍ବରେ ଆଜି ପର୍ଯ୍ୟନ୍ତ ୨୮ କୋଟି ୮୩ ଲକ୍ଷ ୪୮ ହଜାର ୫୪୬ ଜଣ ସଂକ୍ରମିତ ହୋଇଛନ୍ତି। ଏଥିରୁ ୨୫ କୋଟି ୩୬ ଲକ୍ଷ ୫୦ ହଜାର ୯୭୫ ଜଣ ସୁସ୍ଥ ହୋଇଥିଲା ବେଳେ ଏବେବି ୨ କୋଟି ୯୨ ଲକ୍ଷ ୪୫ ହଜାର ୫୫୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୮୯ ହଜାର ୮୦୮ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି। ବିଶ୍ବବ୍ୟାପୀ କରୋନାରେ ୫୪ ଲକ୍ଷ ୫୨ ହଜାର ୧୮ ଜଣଙ୍କର ମୃତ୍ୟୁ
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୨ କୋଟି ୨୨ ଲକ୍ଷ ୮୭ ହଜାର ୫୨୧ ସଂକ୍ରମିତ, ୬ ଲକ୍ଷ ୧୯ ହଜାର ୧୦୯ ମୃତ
ବ୍ରିଟେନ: ୧ କୋଟି ୨୯ ଲକ୍ଷ ୩୭ ହଜାର ୮୮୬ ସଂକ୍ରମିତ, ୧ ଲକ୍ଷ ୪୮ ହଜାର ୬୨୪ ମୃତ
ରୁଷିଆ: ୧ କୋଟି ୪ ଲକ୍ଷ ୯୯ ହଜାର ୯୮୨ ସଂକ୍ରମିତ, ୩ ଲକ୍ଷ ୮ ହଜାର ୮୬୦ ମୃତ
ଫ୍ରାନ୍ସ: ୯୯ ଲକ୍ଷ ୭୨ ହଜାର ୮୦୦ ସଂକ୍ରମିତ, ୧ ଲକ୍ଷ ୨୩ ହଜାର ୭୪୧ ମୃତ
ତୁର୍କୀ: ୯୪ ଲକ୍ଷ ୮୨ ହଜାର ୫୫୦ ସଂକ୍ରମିତ, ୮୨ ହଜାର ୩୬୧ ମୃତ
ଜର୍ମାନୀ: ୭୧ ଲକ୍ଷ ୭୬ ହଜାର ୪୪୮ ସଂକ୍ରମିତ, ୧ ଲକ୍ଷ ୧୨ ହଜାର ୭୫୬ ମୃତ
ସ୍ପେନ: ୬୨ ଲକ୍ଷ ୯୪ ହଜାର ୪୦୧ ସଂକ୍ରମିତ, ୮୯ ହଜାର ୪୦୫ମୃତ
ଇରାନ: ୬୧ ଲକ୍ଷ ୯୪ ହଜାର ୪୦୧ ସଂକ୍ରମିତ, ୧ ଲକ୍ଷ ୩୧ ହଜାର ୬୦୬ ମୃତ
ଇଟାଲି: ୬୧ ଲକ୍ଷ ୨୫ ହଜାର ୮୬୩ ସଂକ୍ରମିତ, ୧ ଲକ୍ଷ ୩୭ ହଜାର ୪୦୨ ମୃତ