ଆଇଟିଓ ଅଞ୍ଚଳର ବହୁତଳ ପ୍ରାସାଦରେ ଲାଗିଗଲା ନିଆଁ, ଅଗ୍ନିକାଣ୍ଡକୁ ଆୟତ୍ତ କରିବାକୁ ପହଞ୍ଚିଲେ ଦମକଳବାହିନୀ
Khabar Odisha:Firefighters-set-fire-to-a-multi-storey-building-in-the-ITO-area-and-firefighters-arrived-to-contain-the-blaze
ନୂଆଦିଲ୍ଲୀ, ଜାନୁଆରୀ ୨୨ (ଖବର ଓଡ଼ିଶା):

ରାଜଧାନୀ ନୂଆଦିଲ୍ଲୀର ଆଇଟିଓ ଅଞ୍ଚଳରେ ଏକ କୋଠାରେ ନିଆଁ ଲାଗିଯାଇଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବିଭାଗର ୩ଟି ଗାଡି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ନିଆଁ ଲାଗିବାର କାରଣ କଣ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏପର୍ଯ୍ୟନ୍ତ ଅଘଟଣରେ କ୍ଷୟକ୍ଷତି ସମ୍ବନ୍ଧରେ ଜଣାପଡିନାହିଁ। ଅଗ୍ନିଶମ ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ଆଇଟିଓ ଅଞ୍ଚଳରେ ଥିବା ଏକ କୋଠାରେ ନିଆଁ ଲାଗିଯାଇଛି। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଛି।

  • Tags:

Subscribe

National International State Sports Entertainment