ଜଳିଗଲା ତୀର୍ଥଯାତ୍ରୀ ବସ୍ । ଦୁର୍ଘଟଣାରେ ଚାଲିଗଲା ୪୫ ଜଣ ଯାତ୍ରୀଙ୍କ ଜୀବନ । ଦିନକୁ ଦିନ ଘଟିଚାଲିଛି ଦୁର୍ଘଟଣା । ଯାହାଫଳରେ କାହାର ଜୀବନ ଚାଲିଯାଉଛି ତ ଆଉ କାହାର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଉଛି । ଲଗାତାର ଭାବେ ଦୁର୍ଘଟଣା ଯୋଗୁ ଉଜୁଡିଯାଉଛି କିଛି ପରିବାର । ଦକ୍ଷିଣ ଆଫ୍ରିକାରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଦକ୍ଷିଣ ଆଫ୍ରିକାର ବ୍ରିଜରୁ ବସ୍ ଖସିପଡିଯିବାରୁ ବସ୍ ରୀ ସମ୍ପୂର୍ଣ୍ଣ ଜଳିଯାଇଥିଲା ।
Read More >