ଖାଇବା ସମୟରେ ଖାଆନ୍ତୁ ପିଆଜ, କ୍ୟାନସର, ହୃଦଘାତ ଭଳି ମାରାତ୍ମକ ରୋଗରୁ ପାଇବେ ମୁକ୍ତି
Khabar Odisha:health-odisha-benefit-of-onion
ଭୁବନେଶ୍ଵର, ମାର୍ଚ୍ଚ ୨୪(ଖବର ଓଡିଶା) :

 ଖାଦ୍ୟ ଖାଇବା ସମୟରେ ପିଆଜ ଖାଇବା ଲାଭ ଦାୟକ ହୋଇଥାଏ । କଂଚା ପିଆଜ ଖାଇବା ଦ୍ୱାରା କିଛି ବି ରୋଗ ହୋଇନଥାଏ । ଏବେ କଂଚା ପିଆଜର ଔ୍ୟଷଧୀୟ ଗୁଣର ଖୁଲାସା ହୋଇଛି । ପିଆଜ ଖାଇବା ଦ୍ୱାରା କ୍ୟାନସର, ଉଚ୍ଚରକ୍ତା ଚାପ, ହୃଦଘାତ ଭଳି ମାରାତ୍ମକ ରୋଗ ହୋଇନଥାଏ । ପିଆଜ ସ୍ଲିନ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ଏବଂ  ପାଚନ କ୍ରିୟା ମଧ୍ୟ ଠିକ ଭାବରେ ହୋଇଥାଏ । ପିଆଜରେ ସଲଫର ଯୌଗିକ ରହିଛି ସେଥିପାଇଁ ଏହା ଆମ ଶରୀର ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ । ଆଜି ଆମେ ଜାଣିବା  ପିଆଜ ଖାଇବାର ଉପକାରିତା ବିଷୟରେ –

 ପିଆଜ ଖାଇବା ଦ୍ୱାରା କ୍ୟାନସର ହୋଇନଥାଏ

-ପିଆଜରେ କ୍ୟାନସର ସେଲକୁ ନଷ୍ଟ କରିବାର ଗୁଣ ରହିଥାଏ ।

-ପିଆଜ ଶରାରରେ କ୍ୟାନସର ସେଲକୁ ବଢାଇବାକୁ ଦେଇନଥାଏ ।

-ପିଆଜ ଖାଉଥିବା ଲୋକଙ୍କୁ କ୍ୟାନସର ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା କମ ହୋଇଥାଏ ।

ପିଆଜ ଖାଇବା ଦ୍ୱାରା ହାର୍ଟହାର୍ଟାକ(ହୃଦଘାତ) ହୋଇନଥାଏ

-ପିଆଜ ଆପଣଙ୍କ ହୃଦୟ ପାଇଁ ବହୁତ ଉପଯୋଗୀ ହୋଇଥାଏ ।

-ଏହା ହାର୍ଟହାର୍ଟାକ ଭଳି ମାରାତ୍ମକ ରୋଗକୁ କମ କରିଥାଏ ।

-ଏହା ଆପଣଙ୍କ ରକ୍ତକୁ ପତଳା କରିଥାଏ  ।

ପିଆଜ ଆପଣଙ୍କର ବ୍ଲଡ ପ୍ରେସର(ଉଚ୍ଚ ରକ୍ତଚାପ)କୁ କମ କରିଥାଏ 

-ପିଆଜ ଆପଣଙ୍କ ବ୍ଲଡ ସୁଗାରର ସ୍ତରକୁ କମ କରିଥାଏ ।

-ପିଆଜ ପାଚନ ପ୍ରକିୟାରେ ସହାୟକ ହୋଇଥାଏ ।

-ଏହା ଆପଣଙ୍କର ଆଖି ପାଇଁ ଲାଭକାରୀ ହୋଇଥାଏ ।

-ଆଖି ସମ୍ବନ୍ଧୀୟ କୌଣସି ସମସ୍ୟା ପାଇଁ କଂଚା ପିଆଜ ଲାଭକାରୀ ହୋଇଥାଏ ।

-ପିଆଜରେ ଭିଟାମିନ ସି ରହିଥାଏ ।

-ଏଥିରେ ପ୍ରୋଚିନ ଏବଂ ପୋଟାସିୟମ ମାତ୍ରା ରହିଛି ।

-ପିଆଜ ତ୍ୱଚା ସହ କେଶ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ।

  • Tags:

Subscribe

National International State Sports Entertainment