ନିଜର ବ୍ୟକ୍ତିଗତ ଜୀବନ ସଂପର୍କରେ ପ୍ରଥମଥର ପାଇଁ ପ୍ରତିକ୍ରିୟା ଦେଲେ ମଲାଇକା
Khabar Odisha:entertainment-bollywood-malaika-arora-and-arjun-kapoor-love-story
ନୂଆଦିଲ୍ଲୀ, ମାର୍ଚ୍ଚ ୧୨ (ଖବର ଓଡିଶା):

ମଲାଇକା ଆରୋରା ଏବଂ ଅର୍ଜ୍ଜୁନ କପୁର ନିଜର ଲଭ ଲାଇଫକୁ ନେଇ ବହୁତ ଖୁସିରେ ଅଛନ୍ତି । ଏହି ବିବାହ ସିଜିନରେ ଚର୍ଚ୍ଚା ହେଉଛି କି ଜଲଦି ମଲାଇକା ଏବଂ ଅର୍ଜ୍ଜୁନ ବିବାହ ବଦ୍ଧନରେ ଆବନ୍ଧ ହୁଅନ୍ତୁ ।  ଏହା ମଧ୍ୟରେ ପ୍ରଥମ ଥର ପାଇଁ ମଲାଇକା ତାଙ୍କର ବ୍ୟକ୍ତିଗତ ଲାଇଫ ବିଷୟରେ ଖୁଲାସା କରିଛନ୍ତି ।

ଖବର ଅନୁସାରେ, ମଲାଇକା ଅର୍ଜ୍ଜୁନଙ୍କ ସହ ଏପ୍ରିଲରେ ଚର୍ଚ୍ଚର୍ରେ ବିବାହ କରିବେ । ଏହା ସହ ମଲାଇକା କହିଛନ୍ତି ଯେ, ଏହା ସବୁ ମିଡିଆ ପାଇଁ ରୋଜଗାରର ବାଟ ଅଟେ । ସେ ରିଲେସନସିପ ଚାହାଁନ୍ତି । ଲୋକମାନଙ୍କ  କଥା ଶୁଣି ତଲାକ ନେବା ପାଇଁ ଚାହେଁ ନାହିଁ ।  ସେ ଏହାର ଏକ ଫଇସଲା କରିଛନ୍ତି । ଏହି ଫଇସଲାରେ ସେ ବହୁତ ଖୁସି ଅଛନ୍ତି । ଯାହା ହୋଇଛି ଭଲ ହୋଇଛି ବୋଲି ମଲାଇକା କହିଛନ୍ତି ।

ମଲାଇକା ଆହୁରି କହିଛନ୍ତି ଯେ, ତାଙ୍କୁ ଲାଗେ କି ସମସ୍ତେ ଭଲ ପାଆନ୍ତି ଏବଂ ସେମାନଙ୍କ ସାଥୀଙ୍କୁ ପାଇବାକୁ ଚାହାଁନ୍ତି । ଯାହା ସହ ସାମଞ୍ଜସ୍ୟ ରହିଥାଏ  । ଯେବେ ଏସବୁ ହୁଏ ଲାଗେ କି ଆପଣ ବହୁତ  ଲକି ଅଟନ୍ତି । ଆପଣଙ୍କ ଜୀବନରେ ସୁଖରେ ରହିବାକୁ ଏକ ନୂଆ ରାସ୍ତା ମିଳିଗଲା ଭଳି ଅନୁଭବ ହୁଏ । କିଛି ଦିନ ପୂର୍ବରୁ ଅର୍ଜ୍ଜୁନ କପୁର ଏକ ସୋକୁ ଯାଇଥିଲେ । ସେଠାରେ ତାଙ୍କୁ ପଚରା ଯାଇଥିଲା ଯେ ଆପଣ ଆପଣଙ୍କ ବାନ୍ଧବୀଙ୍କୁ ପରିବାର ସହ କେବେ ମିଶାଇବେ । ଏହି ପ୍ରଶ୍ନର ଉତରରେ ଅର୍ଜଜ୍ଜୁନ ବହୁତ ଆଗରୁ ହବାର ଥିଲା । ଯାହା ବି ହୋଇଛି ପରିବାର ସହ କିଛି ଦିନ ପୂର୍ବରୁ ହୋଇଛି ବୋଲି କହିଥିଲେ । ଏପରିକି ତାଙ୍କୁ ନୂଆ କରି ଜିଇବାର ବାଟ ମିଳିଯାଇଛି ବୋଲି ସେ କହିଥିଲେ ।

କିଛି ଦିନ ପୂର୍ବରୁ ମଲାଇକାଙ୍କ ପ୍ରଥମ ସ୍ୱାମୀ ଅରବାଜ ମଧ୍ୟ ନିଜର ବ୍ୟକ୍ତିଗତ ଜୀବନ ସଂପର୍କରେ ଜଣାଇଥିଲେ । ସେ ତାଙ୍କ ଝିଅକୁ ସବୁ ସମୟ ଦେବାକୁ ଚାହାନ୍ତି ବୋଲି କହିଥିଲେ ।

  • Tags:

Subscribe

National International State Sports Entertainment