ଏବେ ଚାଲିଛି ବାହାଘର ସିଜିନ । ଏବେ ନିକଟରେ ରକୁଲ ଏବଂ ଜ୍ୟାକିଙ୍କ ବିବାହ ହୋଇଥିବା ବେଳେ କେବେ ହାତକୁ ଦୁଇ ହାତ ହୋଇଛନ୍ତି କ୍ରିତି ଏବଂ ପୁଲକିତ । ବୌଦିକ ରିତି ନିତି ହୋଇଛି ବାହାଘର ସମ୍ପୁର୍ଣ୍ଣ । Read More >
ହିନ୍ଦୀ ସିନେମାର ଟପ୍ ଅଭିନେତ୍ରୀଙ୍କ ମଧ୍ୟରେ ଆଲିଆ ଭଟ୍ଟ ଅନ୍ୟତମ । କମ ବୟସରେ ବେଶ ଖ୍ୟାତି ଅର୍ଜନ କରିବା ସହ ଲୋକପ୍ରିୟତା ସାଉଁଟିଛନ୍ତି ଆଲିଆ । ଆଜି ଅର୍ଥାତ ମାର୍ଚ୍ଚ 15ରେ ଆଲିଆ ନିଜ 31ତମ ଜନ୍ମଦିନ ପାଳନ କରୁଛନ୍ତି । Read More >
ବିବାହ କରୁଛନ୍ତିକି ବବୀତା ଜୀ ଆଉ ପୁଅ ଟପ୍ପୁ । ଏବେ ଏହା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଟିଭି ଜଗତରୁ ଆସିଛି ଏକ ବଡ ଖବର । ତେବେ ଗଣ ମାଧ୍ୟମରେ ଏହି ଭଳି କିଛି ଚର୍ଚ୍ଚା ହେଉଥିବାର ଜଣା ପଡିଛି Read More >
Read More >
କିକ୍ ହେଉଛି ସଲମାନଙ୍କର ହିଟ୍ ମୁଭି ଭିତରୁ ଅନ୍ୟତମ । ଏହି ମୁଭିଟି 2014ରେ ମୁକ୍ତି ଲାଭ କରିଥିବା ବେଳେ ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା । ଏହି ମୁଭିଟିକୁ ସାଜିଦ ନାଡିୟାଡୱାଲା ନିର୍ଦ୍ଦେଶନା ଦେଇଥିଲେ । ବର୍ତ୍ତମାନ ସଲମାନ ଖାନ ‘କିକ୍ ୨’ ଘୋଷଣା କରିଛନ୍ତି। Read More >
ମଙ୍ଗଳବାର ସକାଳୁ ଏକ ଦୁଃଖ କବର ସାମ୍ନାକୁ ଆସିଛି । ଲୋକପ୍ରିୟ ପ୍ରଯୋଜକ ଧୀରଜିଲାଲ ଶାହାଙ୍କ ଗତ ସୋମବାର ପରୋଲୋକ ହୋଇଛି। ଏନେଇ ଇଣ୍ତିଆନ ଫିଲ୍ମ ଟିଭି ପ୍ରଡୁସର କାଉନସିଲ ସୋସିଆଲ ମିଡିଆ ଏକ୍ସ ତରଫରୁ ସୂଚନା ମିଳିଛି Read More >
ବି-ଟାଉନରେ ପୁଣି ବାଜିବ ସାହାନାଇ । ରକୁଲ ପ୍ରୀତ ଏବଂ ଜ୍ୟାକି ଭଗ୍ନାନୀଙ୍କ ପରେ ବର୍ତ୍ତମାନ ବଲିଉଡର ଆଉ ଏକ ଯୋଡି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ହାତକୁ ଦି' ହାତ ହେବାକୁ ଯାଉଛନ୍ତି ବଲିଉଡର ଲୋକପ୍ରିୟ କପଲ ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଧା । Read More >
ଡେବ୍ୟୁ କରିବେ ଆସା ଭୋସଲେଙ୍କ ନାତୁଣୀ ଜାନାଇ । ଆସା ଭୋସଲେ ହେଉଛନ୍ତି ବଲିଉଡର ପ୍ରଖ୍ୟାତ ଗାଇକା ତେବେ ତାଙ୍କ ନାତୁଣୀ ଡେବ୍ୟୁ କରିବା ନେଇ ସେ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । Read More >
ରବିବାର ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଲସ୍ ଏଜେଲନ୍ସରେ ୯୬ତମ ଓସ୍କାର ୨୦୨୪ ଆୟୋଜିତ ହୋଇଯାଇଛି। Read More >
ଟିଭି ଆକ୍ଚର ତଥା ହୋଷ୍ଟ ଅର୍ଜୁନ ବିଜଲାନୀ ଏବେ ହସ୍ପିଟାଲରେ ଭର୍ତ୍ତି । ନିଜ କମେଡି ଭରା ହୋଷ୍ଟ ଏବଂ ଦମଦାର ଆକ୍ଚିଂ ପାଇଁ ସେ ବେଶ ପରିଚିତ । ତାଙ୍କର ଆକ୍ଟିଂ ଜରିଆ ରେ ସେ ଦର୍ଶକଙ୍କ ହୃଦୟରେ ସବୁବେଳେ ରାଜ କରୁଥାନ୍ତି । Read More >
ଆରମ୍ଭ ହେଇଗଲାଣି ଭୁଲ ଭୁଲେୟା3ର ସୁଟିଂ । ତେବେ ଭୁଲ ଭୁଲୟା2 ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିବା ବେଳେ ଏବେ ସୁଟିଂ ଆରମ୍ଭ ହୋଇଗଲାଣି ଏହାର ଦ୍ବିତୀୟ ପାର୍ଟର Read More >
ଗୁଜୁରାଟ ଜାମନଗରରେ ଅନୁଷ୍ଠିତ ହୋଇଥିଲା ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧୀକା ମର୍ଚାଣ୍ଟଙ୍କ ପ୍ରି-ଓ୍ବଡିଙ୍ଗ ସେଲିବ୍ରେସନ । ଏହି ଉତ୍ସବରେ ଯୋଗ ଦେବାପାଇଁ ବହୁତ ସେଲିବ୍ରିଟି ଯୋଗ ଦେଇଥିଲେ । Read More >
କୁଲଡ଼ିହା ଅଭୟାରଣ୍ୟରେ ଆରମ୍ଭ ହେବ କମ୍ବିଂ ଅପରେସନ
ସବୁଠୁ ପ୍ରଦୂଷିତ ସହର ଦିଲ୍ଲୀ
ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ
ପାକିସ୍ଥାନରେ ଭୁକମ୍ପର ଝଟକା