A post shared by Nupur Alankaar (@nupuralankar)
ନୁପୁରଙ୍କ କହିବା ଅନୁସାରେ ତାଙ୍କର ମା’ଙ୍କ ମୃତ୍ୟୁ ପରେ ତାଙ୍କ ପାଖରେ ସଂସାରର ମାୟା ଆଉ ନ ଥିଲା । ନିଜର ବାକି ଜୀବନ ପ୍ରଭୁଙ୍କ ସାଧନାରେ ନିୟୋଜିତ ହେବାକୁ ଚାହିଁଥିଲେ । ନୁପୁରଙ୍କ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କି ସେ କୃଷ୍ଣ ମନ୍ଦିରରେ ନୃତ୍ୟ କରୁଛନ୍ତି । ସେ ଅନ୍ୟ ଭକ୍ତଙ୍କ ସହିତ ତାଳି ବଜାଇ ନୃତ୍ୟ କରୁଛନ୍ତି । କେବଳ ସେତିକି ନୁହେଁ ନୁପୁର ଚାଳ ଘରେ ବସିଥିବାର ମଧ୍ୟ ଦେଖାଯାଉଛନ୍ତି ।