ଏଟିଏମ ତାଡ଼ି ନେଲେ ଲୁଟେରା
Khabar Odisha:State-Odisha-Atm-Loot-from-jajpur-Chandikhole
ଯାଜପୁର, ଏପ୍ରିଲ ୧୪(ଖବର ଓଡ଼ିଶା ):

ଦିନକୁ ଦିନ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଆଜି କିଛି ଦୁର୍ବୃତ୍ତ ଏଚଡିଏଫସି ବ୍ୟାଙ୍କ ଏଟିଏମ ତାଡ଼ି ନେଇଛନ୍ତି ।

ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟସ୍ଥ ଏଚଡିଏଫସି ବ୍ୟାଙ୍କ ଏଟିଏମ କିଛି ଦୁର୍ବୃତ୍ତ ଆସି ତାଡ଼ି ନେଇଛନ୍ତି । ଏଟିଏମରେ କେତେ ଟଙ୍କା ଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଖବର ପାଇ ପୋଲିସ ଚୋରଙ୍କୁ ଧରିବାକୁ ପ୍ରୟାସ ଜାରି କରିବା ସହ ଛାନଭିନ କରୁଛି ।

  • Tags:

Subscribe

National International State Sports Entertainment