ବଜ୍ରକାପ୍ତା ଚୋରା ଚାଲାଣରେ ଓଡିଶା ଯୁବକ ଛତିଶଗଡରୁ ଗିରଫ
Khabar Odisha:Man-held-for-illegal-pangolin-trafficking
ଋାୟପୁର, ଜୁନ ୨୮ (ଖବର ଓଡିଶା);

ଧୀରେ ଧୀରେ ରାଜ୍ୟରେ ବଢିବାକୁ ଲାଗିଛି ବଜ୍ରକାପ୍ତା ଚୋରା ଚାଲାଣ ରାକେଟ. ଏହି ଚୋରା ଚାଲାଣ  ଧୀରେ ଧୀରେ ରାଜ୍ୟ ବାହାରକୁ ବ୍ୟାପିଲାଣି. ଆଜି ଏହି ଘଟଣାରେ ଛତିଶଗଡ ପୋଲିସ ଛତିଶଗଡର ଗାରିଆବନ୍ଧ ଆଞ୍ଚଳରୁ ଜଣକୁ ଗିରଫ କରିଛି. ତେବେ ଏହି ବଜ୍ରକାପ୍ତା ଡିଲ କରୁଥିବାରୁ ତାଙ୍କୁ ଗିରଫ କରାଯାଇଛି ବୋଲି ଛତିଶଗଡ ପୋଲିସ ପକ୍ଷରୁ ସୂଚନା ମିଳିଛି.

ଗିରଫ ହୋଇଥିବା ଯୁବକ ଜଣକ ପିତାମ୍ବର କାଟା ଏବଂ ସେ ନୂଆପଡା ଅଞ୍ଚଳର ବୋଲି ଜଣା ପଡିଛି. ତେବେ    ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରହିଛି.

  • Tags:

Subscribe

National International State Sports Entertainment