ବାଇକ ଲୁଟେରାଙ୍କ ଉପରେ ଚଢାଉ ,୮ଗିରଫ
Khabar Odisha:Crime-Odisha-Police-bust-bike-lifters-gang-arrest-8-looters
ପୁରୀ, ମାର୍ଚ୍ଚ ୧୨(ଖବର ଓଡ଼ିଶା):

 ପୁରୀ ପୋଲିସକୁ ବଡ଼ ଧରଣର ସଫଳତା ମିଳିଛି । ଆଠ ଜଣ କୁଖ୍ୟାତ ବାଇକ ଲୁଟେରାଙ୍କୁ ପୁରୀ ପୋଲିସ ଗିରଫ କରିଛି ।

ବିଭିନ୍ନ ପ୍ରକାର ଡ଼କାୟତିରେ ସମ୍ପୃକ୍ତ ଥିବା ଏକ ଲୁଟେରା ଗ୍ୟାଙ୍ଗ ଉପରେ ଆଜି ପୋଲିସ ଚଢାଉ କରିଛି । ପୁରୀ ,ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଂଚଳରୁ ଆଠ ଜଣ ଲୁଟେରାକୁ ପୁରୀ ପୋଲିସ ଗିରଫ କରିବା ସହ ଚୋରି ବାଇକ ଜବତ କରିଛି । ସେମାନେ ଗତ କିଛି ଦିନ ମଧ୍ୟରେ ୩୩ଟି ବାଇକ ଚୋରି କରିଥିବା ଜଣାପଡ଼ିଛି । 

Subscribe

National International State Sports Entertainment