ଋଣ ଠକେଇ ଅଭିଯୋଗରେ ନକଲି ଶିକ୍ଷୟତ୍ରୀ ଗିରଫ
Khabar Odisha:Crime-Odisha-EOW-of-State-Crime-Branch-arrests-fake-lady-teacher-from--Garadapur-area-on-charges-of-duping-lakhs-of-rupees-from-Bilahat
କେନ୍ଦ୍ରାପଡ଼ା,ମାର୍ଚ୍ଚ ୧୫(ଖବର ଓଡ଼ିଶା):

 ନକଲି ଶିକ୍ଷୟତ୍ରୀ ସାଜି ଋଣ ଠକେଇ ଅଭିଯୋଗରେ ଜଣେ ମହିଳା ଗିରଫ ହୋଇଛନ୍ତି । ଏଭଳି ଘଟଣା ସାମନାକୁ ଆସିଛି କେନ୍ଦ୍ରାପଡ଼ାରେ ।

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ପତିସାହିର ଜଣେ ମହିଳାଙ୍କ ନାଁରେ ଋଣ ଠକେଇ ଅଭିଯୋଗ ଆସିଛି । ସେ ନକଲି ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ଦାସ ଭୁଲ ପ୍ରମାଣପତ୍ର ଦେଇ ବିଲହାଟ ବ୍ୟାଙ୍କରୁ ଟଙ୍କା ଋଣ ନେଇଥିଲେ ।ଏହି ଘଟଣା ପ୍ରଘଟ ହେବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ଅଭିଯୁକ୍ତ ଅନ୍ନପୂର୍ଣ୍ଣା ଦାସଙ୍କୁ ଗିରଫ କରିଛି ।

Subscribe

National International State Sports Entertainment