ପୁଣି ଲଜ୍ଜ୍ୟା, ୫ବର୍ଷର ଶିଶୁକୁ ଦୁଷ୍କର୍ମ
Khabar Odisha:Crime-Odisha-5years-girl-raped-by-a-boy
ବ୍ରହ୍ମପୁର, ଏପ୍ରିଲ ୧୪(ଖବର ଓଡ଼ିଶା ):

ପୁଣି ଲଜ୍ଜ୍ୟା । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଂଚଳରେ ୫ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ ହୋଇଛି ।

ପୁଣି ଏକ ଅମାନଷିକତାର ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ବୁଗୁଡ଼ା ଥାନା ଅଞ୍ଚଳରେ । ବୁଗୁଡ଼ା ଥାନା ଅଞ୍ଚଳରେ ଜଣେ ଯୁବକ ୫ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଏହି ଘଟଣା ପ୍ରଘଟ ହେବା ପରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏତଲା ପରେ ପୋଲିସ ପୀଡ଼ିତାର ଡ଼ାକ୍ତରୀ ମାଇନା ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । 

  • Tags:

Subscribe

National International State Sports Entertainment