ଦିନ ଦ୍ୱିପହରରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଟଙ୍କା ଲୁଟ । ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମଧ୍ୟରେ ବନ୍ଧୁକ ଦେଖାଇ ଦୁଇ ଜଣ ଦୁର୍ବୁତ୍ତ ୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି । ଗୁରୁବାର ଅପରାହ୍ନ ୩ଟା ସମୟରେ ଏହି ଘଟଣା ଘଟିଥିଲା । Read More >
ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅପରାଧ ଘଟାଉଥିବା ୧୧ ଅପରାଧୀଙ୍କୁ ବାନ୍ଧିଲା ପୋଲିସ । Read More >
ସାମାନ୍ୟ ପାଣି ବ୍ୟବହାରକୁ ନେଇ ମହିଳାଙ୍କୁ ହତ୍ୟା କଲା ନାବାଳିକା। ଏଭଳି ଅଭାବନୀୟ ଘଟଣା ଦିଲ୍ଲୀର ଫାର୍ସ ବଜାରରେ ଘଟିଛି। ଦୀର୍ଘଦିନ ହେବ ପାଣିକୁ ନେଇ ଦୁଇଟି ପରିବାର ମଧ୍ୟ ଝଗଡା ଲାଗିରହିଥିଲା। Read More >
ସାମାନ୍ୟ ବଚସାରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ । ସ୍ୱାମୀ ପାଲଟିଗଲା ସଇତାନ ଆଉ ସ୍ତ୍ରୀକୁ ମାରି କରିଦେଲା ଖଣ୍ଡ ଖଣ୍ଡ । ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା ପରେ ଶରୀରରୁ ଖଣ୍ଡ ଖଣ୍ଡ କରି ଋଷିକୂଲ୍ୟା ନଦୀକୁ ଫୋପାଡି ଦେଲା ସ୍ୱାମୀ । Read More >
ସମ୍ପର୍କରେ ଲାଗିଲା ରକ୍ତଛିଟା । ରାଗ ଆଗରେ ତୁଚ୍ଛ ହେଲା ରକ୍ତ ସମ୍ପର୍କ । ପାରିବାରିକ ବିବାଦକୁ ନେଇ ବୀଭତ୍ସ ହତ୍ୟା । ଘରୋଇ ବିବାଦରୁ ନିଜ ଦାଦାକୁ କଟୁରୀରେ ହାଣି ହତ୍ୟା କରିଛନ୍ତି ଦୁଇ ପୁତୁରା । Read More >
କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାରରୁ ଚମ୍ପଟ ମାରିଥିବା ଦୁଇ କଏଦୀ ଙ୍କ ମଧ୍ୟରୁ ଜଣକୁ ପୋଲିସ ଖୋଜିପାଇଛି । ସମ୍ପୃକ୍ତ କଏଦୀ ସିକନ୍ଦର ଜାଲ ବୋଲି ଜଣାପଡିଛି । ଧର୍ମଗଡ ନିକଟସ୍ଥ କାଶିବାହଲ ଅଞ୍ଚଳରେ ପୋଲିସ ଧରିଥିଲା । Read More >
ଶିଶୁ ଚାଲାଣ କରୁଥିବା ଏକ ବଡ଼ ଗ୍ୟାଙ୍ଗ୍କୁ ଧରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) । ସିବିଆଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରି କେଶଭପୁରମ୍ ଅଞ୍ଚଳରେ ଅବସ୍ଥିତ ଏକ ଘରୁ ତିନି ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି । Read More >
ଛାଡ଼ିଗଲା ସରକାରୀ ଶିକ୍ଷକଙ୍କ ୟୁଟ୍ୟୁବ ନିଶା । ମହଙ୍ଗା ପଡିଲା ପ୍ରାଇମେରୀ ସ୍କୁଲ ପ୍ରଶ୍ନପତ୍ର ଲିକ । ଆସିଷ୍ଟାଣ୍ଟ ଶିକ୍ଷକଙ୍କୁ ଗିରଫ କଲା ସାଇବର ଥାନା ପୋଲିସ । Read More >
କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବୁଧବାର ରାଜ୍ୟରେ ଅନେକ ଡକାୟତି ଘଟଣାରେ ସମ୍ପୃକ୍ତ କୁଖ୍ୟାତ ଏରାଗୋଲା ଗ୍ୟାଙ୍ଗର ଏଗାର ଜଣ ସଦସ୍ୟଙ୍କୁ ଗିରଫ କରିଛି । Read More >
ଖପ୍ରାଖୋଲ ପୋଲିସକୁ ବଡ ସଫଳତା। ତଦନ୍ତର ୨୪ ଘଣ୍ଟା ଭିତରେ ହତ୍ଯା ଅଭିଯୁକ୍ତଙ୍କୁ ଧରିଲା ପୋଲିସ। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଧଣ୍ଡମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମାଲପଡା ଗ୍ରାମର ଛତ୍ରପାଲ ମଲ୍ଲିକଙ୍କୁ ହତ୍ଯା କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। Read More >
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅଞ୍ଚଳର ବହୁଚର୍ଚ୍ଚିତ ୩ ବର୍ଷ ବୟସର ଶିଶୁ କନ୍ୟାକୁ ଦୁଷ୍କର୍ମ ମାମଲାରେ ଫାଷ୍ଟ୍ରାକ୍ ପୋକ୍ସୋ କୋର୍ଟ ମାମଲାର ଶୁଣାଣି କରି ସମସ୍ତ ସାକ୍ଷ୍ୟପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । Read More >
ଟ୍ରେନ ଯୋଗେ ସହଜରେ ଗଞ୍ଜେଇ ଚୋରାଚାଲାଣ ପାଇଁ ଯୋଜନା କରୁଥିବା ବେଳେ ଜିଆରପି ପୋଲିସ ପକ୍ଷରୁ ୨ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ୪୫ କେଜି ଗଞ୍ଜେଇକୁ ଜବତ କରାଯିବା ସହ ୨ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି । Read More >
ସାମାନ୍ୟ ଘଟଣାରୁ ହାଣି ପକାଇଲା ମଦ୍ୟପ
ରେର୍କଡ ଭାଙ୍ଗୁଛି 'ପୁଷ୍ପା ୨' ଟିଜର
ବଲାଙ୍ଗିରରେ ଆଜିଠୁ ଆରମ୍ଭ ହେଲା ରାମଲୀଳା
କମ୍ବିଂ ବେଳେ ମାଓ କ୍ୟାମ୍ପ ଧ୍ବଂସ