ପୁରଣ ହେଲା ଦୀର୍ଘ ଦିନରେ ଦାବି । ସବୁଦିନ ପାଇଁ ବନ୍ଦ ହେଲା ବିଏମସିର ଦାରୁଠେଙ୍ଗ ଡମ୍ପିଂୟାର୍ଡ। ଭୁବନେଶ୍ୱରରୁ ଆଉ ସହର ବାହାରକୁ ଯିବନି ଅଳିଆ । ଏ ନେଇ ଦାରୁଠେଙ୍ଗ ସରପଞ୍ଚଙ୍କୁ ଚିଠି ଲେଖି ଅବଗତ କରାଇଛି ଭୁବନେଶ୍ବର ମହାନଗର ନିଗମ । Read More >
ରାତିରେ ପ୍ରଚାର ଆଉ ସକାଳେ ଚାଲିଲା ବୁଲଡୋଜର | ରାଜଧାନୀ ଭୁବନେଶ୍ୱରରେ ଏବେ ଉଠା ଦୋକାନୀଙ୍କ ପାଇଁ କାଳ ହୋଇଛି ହକି ବିଶ୍ୱକପ୍। ଉଠା ଦୋକାନୀଙ୍କ ପେଟ ପାଟଣାକୁ ଲାତ ମାରିଛି ବିଏମ୍ସି | ମେୟରଙ୍କ ବଦଳି ଦାବିରେ ଉଠା ଦୋକାନୀମାନେ ବିଶାଳ ରାଲି କରୁଛନ୍ତି | Read More >
ରାଜଧାନୀ ଦିଲ୍ଲୀରେ ଗତ 2ଦିନ ହେବ ବାୟୁ ଗୁଣବତ୍ତାରେ ଉନ୍ନତି ହୋଇଛି। ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଏବେ ରାଜଧାନୀରେ 200 ରୁ କମ୍ ରେକର୍ଡ କରାଯାଇଛି। ଏବେମଧ୍ୟ ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ଖରାପ ବର୍ଗରେ ରହିଛି । Read More >
ଆଜି ପୁରୀରେ ପହଞ୍ଚିଲା ରଥ ଦଉଡି
ଜଳୁଛି ଓଡିଶା : ଆଜି ସବୁଠୁ ଉତ୍ତପ୍ତସହର ଭୁବନେଶ୍ୱର
ଉତ୍ସାହର ସହ ମତଦାନରେ ଅଂଶଗ୍ରହଣ କରନ୍ତୁ : ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର
ସମର୍ଥକଙ୍କ ସାମ୍ନାରେ କାନ୍ଦିଲେ ସମୀର !