୧୦ମ ପାସଙ୍କ ପାଇଁ ଚାକିରୀରେ ସୁବର୍ଣ୍ଣ ସୁଯୋଗ, ରକ୍ଷା ମନ୍ତ୍ରାଳୟରେ ଗ୍ରାଣ୍ଡ ଭର୍ତି
Khabar Odisha:career-odisha-sarkari-naukri-ministry-of-defence-recruitment-2019-apply-online-now-at-mod-gov-in
ଭୁବନେଶ୍ୱର, ମାର୍ଚ୍ଚ ୦୧ (ଖବର ଓଡିଶା) :

ରକ୍ଷା ମନ୍ତ୍ରାଳୟରେ ଫାୟାର ଇଞ୍ଜିନ ଡ୍ରାଇଭର, ଫାୟାରମ୍ୟାନ, ଏବଂ ଇଣ୍ଡଷ୍ଟ୍ରିୟାଲ ଶ୍ରମିକଙ୍କ ପାଇଁ ଭର୍ତି ବାହାରିଛି । ସମୁଦାୟ ୨୩ ପଦ ପାଇଁ ଅନ୍ତିମ ତିଥି ପୂର୍ବରୁ ଅଧୀକାରିକ ୱେବସାଇଟରେ ଯାଇ ଆବେଦନ କରନ୍ତୁ । 

ଫାୟାର ଇଞ୍ଜିନ ଡ୍ରାଇଭର ପାଇଁ ୪ଟି ପଦବୀ ଖାଲି ରହିଛି ଏଥିପାଇଁ ମାସିକ ବେତନ ରାଶି ୨୧ହଜାର ୭୦୦ ଟଙ୍କା ଥିବା ବେଳେ ଫାୟାରମ୍ୟାନ ପାଇଁ ୧୬ଟି ପଦବୀ ଖାଲି ରହିଛି । ଏଥିପାଇଁ ମାସିକ ବେତନ ୧୯,୯୦୦ ଟଙ୍କା । ଇଣ୍ଡଷ୍ଟ୍ରିୟାଲ ଶ୍ରମିକଙ୍କ ପାଇଁ ୦୩ ପଦବୀ ଖାଲି ରହିଥିବା ବେଳେ ଏଥିପାଇଁ ମାସିକ ବେତନ ୧୮,୦୦୦ ଟଙ୍କା । ମାର୍ଚ୍ଚ ୯ରୁ ଏଥିପାଇଁ ଆବେଦନ କରି ପାରିବେ । ଏଥିପାଇଁ ନିମ୍ନତମ ଶିକ୍ଷାଗତ ଯୋଗ୍ୟତା ୧୦ମ ରହିଛି । ଆବେଦକଙ୍କ ଆୟୁସୀମା ୧୮ରୁ ୨୫ ବର୍ଷ ହୋଇଥିବା ଆବଶ୍ୟକ । ଏଥିରେ ଆବେଦନ କରିବା ପାଇଁ ହେଲେ ଏହି ୱେବସାଇଟକୁ ଯାନ୍ତୁ । mod.gov.in

Subscribe

National International State Sports Entertainment