ଇଣ୍ଡିଆନ କୋଷ୍ଟ ଗାର୍ଡରେ ସୁବର୍ଣ୍ଣ ସୁଯୋଗ, ୨୧ ପୂର୍ବରୁ କରନ୍ତୁ ଆବେଦନ
Khabar Odisha:career-national-odisha-indian-coast-guard-recruitment-2019-apply-online-before-21-february
ଭୁବନେଶ୍ୱର, ଫେବୃଆରୀ ୧୬ (ଖବର ଓଡିଶା) :

ଇଣ୍ଡିଆନ କୋଷ୍ଟ ଗାର୍ଡ ୦୨/୨୦୧୯ ବ୍ୟାଚ ପାଇଁ ଯାନ୍ତ୍ରିକ ପଦବୀରେ ଭର୍ତି ପାଇଁ ଆମନ୍ତ୍ରିତ କରିଛି । ଇଲେକ୍ଟ୍ରିକାଲ, ମେକାନିକାଲ, ଏବଂ ଦୂରସଂଚାରରେ ଡିପ୍ଲମା ଧାରକ ପୁରୁଷମାନେ ଏହି ପଦବୀ ପାଇଁ ଆବେଦନ କରି ପାରିବେ । ଲିକ୍ଷିତ ଏବଂ ଶାରିରିକ ଦକ୍ଷତା ଅନୁଯାୟୀ ଏବଂ ମେଡିକାଲ ଟେଷ୍ଟ ମାଧ୍ୟମରେ ପରୀକ୍ଷା କରାଯିବ । ମୁମ୍ବାଇ, ଚେନ୍ନାଇ, କୋଲକତା, ଏବଂ ନୋଏଡାରେ ଭର୍ତି କରାଯିବ । 

ଆବେଦନ କରିବା ପାଇଁ ଆବେଦକଙ୍କୁ ଅଧିକାରୀକ ୱେବସାଇଟରେ ଯାଇ ଅଧିକାରୀକ ଅଧିସୂଚନା ଡାଉନଲୋଡ କରି ପଦ ବିବରଣୀ ଏବଂ ଚୟନ ପ୍ରକ୍ରିୟା ବିଷୟରେ ଦେଖି ନୁଅନ୍ତୁ । ତେବେ ଏଥିପାଇଁ ପାର୍ଥୀମାନଙ୍କୁ ଫେବୃଆରୀ ୨୧ ମଧ୍ୟରେ ଆବେଦନ କରିବାକୁ ପଡିବ । ଅଧିକ ସୂଚନା ନିମନ୍ତେ ଏହି ୱେବସାଇଟ ଦେଖନ୍ତୁ । http://www.joinindiancoastguard.gov.in

Subscribe

National International State Sports Entertainment