କନେଷ୍ଟବଳ ନିଯୁକ୍ତିରେ ଦ୍ୱାଦଶ ପାସଙ୍କ ପାଇଁ ରହିଛି ସୁଯୋଗ, ଦରମା ୮୦ ହଜାର ଟଙ୍କାରୁ ଅଧିକ
Khabar Odisha:career-national-odisha-cisf-recruitment-429-head-constable-posts-know-how-to-apply-sarkari-naukri
ଭୁବନେଶ୍ୱର, ଜାନୁଆରୀ ୨୨ (ଖବର ଓଡିଶା) :

 କେନ୍ଦ୍ରୀୟ ଅଦୌଗିକ ସୁରକ୍ଷା ବଳରେ ବହୁ ଭର୍ତି ବାହାରିଛି । ସମୁଦାୟ ୪୨୯ କନେଷ୍ଟବଳ ପଦବୀ ଖାଲି ରହିଛି । ଏଥିପାଇଁ ଫେବୃୟାରୀ ୨୦ ଅନ୍ତିମ ତିଥି ରହିଛି । ଜାନୁଆରୀ ୨୧ରୁ ଆପଣ ଆବେଦନ କରି ପାରନ୍ତି । ତେବେ ଡେରି ନକରି ଆପଣ ମଧ୍ୟ କରନ୍ତୁ ଆବେଦନ । 

ସୂଚନାଯୋଗ୍ୟ, ଜେନେରାଲ ଓ ଓବିସି ପାର୍ଥୀଙ୍କ ପାଇଁ ଚାଲଣ କାଟିବାର ମୂଲ୍ୟ ୧୦୦ ଟଙ୍କା ରହିଛି । ପାର୍ଥୀଙ୍କୁ ମାନ୍ୟତା ପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟ ସମକକ୍ଷରେ ଇଂଟରମିଡିଏଟ କିମ୍ବା ସିନିଅର ସେକେଣ୍ଡାରୀ ସ୍କୁଲ ସାର୍ଟିଫିକେଟ (୧୦+୨) ପରୀକ୍ଷା ଉତୀର୍ଣ୍ଣ କରିଥିବା ଆବଶ୍ୟକ । ଆବେଦନ କରିବା ପାଇଁ ସର୍ବନିମ୍ନ ବୟସସୀମା ୧୮ ବର୍ହ ଥିବା ବେଳେ ସର୍ବାଧିକ ୨୫ ବର୍ଷ ରହିଛି । 

ଆବେଦନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ- ୨୦୧୯ ଜାନୁଆରୀ ୨୧

ଆବେଦନ କରିବା ପାଇଁ ଅନ୍ତିମ ତାରିଖ- ୨୦୧୯ ଫେବୃୟାରୀ ୨୦ ସନ୍ଧ୍ୟା ୫ଟା

ଆବେଦନ ଶୁକ୍ଳ ଜାରୀ କରିବା ପାଇଁ ଅନ୍ତିମ ତିଥି ୨୦୧୯ ଫେବୃୟାରୀ ୨୨ରହିଛି । 

ଲିଖିତ ପରୀକ୍ଷା, ପିଇଟି ଏବଂ ମେଡିକାଲ ପରୀକ୍ଷା ମାଧ୍ୟମରେ ଚୟନ ପ୍ରକ୍ରିୟା କରାଯିବ । ଚାକିରୀ ସହ ସମ୍ବନ୍ଧିତ ଅଧିକ ସୂଚନା ନିମନ୍ତେ ଏହି ଲିଙ୍କ ଦେଖନ୍ତୁ 

http://cdn.sarkarinaukridaily.in

ଏବଂ ଆବେଦନ କରିବା ପାଇଁ 

cisfrectt.in

Subscribe

National International State Sports Entertainment