ନିଯୁକ୍ତି ବିଭାଗ (ଖବର ଓଡ଼ିଶା):
ପଦବୀ ନାମ : ବ୍ୟାଙ୍କ ଅଫ୍ ବରୋଦା ପ୍ରବାସିଅନାରୀ ଅଫିସର ଅନଲାଇନ ଫର୍ମ ୨୦୧୮
ପଦବୀ ତାରିଖ : ୧୨-୦୬-୨୦୧୮
ଖାଲିଥିବା ପଦବୀ ସଂଖ୍ୟା – ୬୦୦
ପଦବୀ ବିବରଣୀ – ବରୋଦା ବ୍ୟାଙ୍କରେ ପ୍ରୋବାସିୟନାରୀ ଅଫିସର(ପିଓ) ଜୁନିୟର ମ୍ୟାନେଜମେଣ୍ଟ ଗ୍ରେଡ୍/ ସ୍କେଲ ରେ ନିଯୁକ୍ତ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଯୋଗ୍ୟତା, ତାରିଖ, ପଦବୀ ବିବରଣୀ, ୱେବସାଇଟ୍ ଓ ନୋଟିସ ଦେଖି ଅନଲାଇନରେ ଆବେଦନ କରିପାରିବେ । ଅଧିକ ବିବରଣୀ ନିମ୍ନରେ ବର୍ଣ୍ଣନା କରାଗଲା ।
ଆବେଦନ ଶୁଳ୍କ :
ସାଧାରଣ ଓ ଓବିସି ବର୍ଗ – ୬୦୦ ଟଙ୍କା
ଏସସି,ଏସଟି,ପିଡବ୍ଲ୍ୟୁଡି -୧୦୦ ଟଙ୍କା
ପେମେଣ୍ଟ ମୋଡ – ଡେବିଟ୍ ଓ କ୍ରେଟିଟ୍ କାର୍ଡ
ଯୋଗ୍ୟତା :
ଡିଗ୍ରୀ -୫୫ ପ୍ରତିଶତ (ଗ୍ରାଜୁଏସନ୍)
ଏସଟି.ଏସଟି ଓ ପିଡବ୍ଲ୍ୟୁଡିଙ୍କ ପାଇଁ ୫୦ ପ୍ରତିଶତ ମାର୍କ
ପଦବୀ ବିବରଣୀ : ପ୍ରୋବାସିୟନାରୀ ଅଫିସର (ପିଓ)
ଏସସି – ୯୦
ଏସଟି – ୪୫
ଓବିସି – ୧୬୨
ସାଧାରଣ ବର୍ଗ (ଜେନେରାଲ) – ୩୦୩
ଗୁରୁତ୍ୱପୂର୍ଣ୍ଣ ତାରିଖ :
ଆବେଦନ ତାରିଖ ୧୨ -୦୬-୨୦୧୮
ଶେଷ ତାରିଖ – ୦୨-୦୭-୨୦୧୮
କଲ୍ ଲେଟର୍ସ ପରୀକ୍ଷା ଡାଉନଲୋଡ୍ କରିବା ତାରିଖ(ଟେଣ୍ଟାଟିଭ୍) – ୧୮-୦୭-୨୦୧୮
ଅନଲାଇନ ପରୀକ୍ଷା (ଟେଣ୍ଟାଟିଭ୍) – ୨୮-୦୭-୨୦୧୮
ବୟସ ସୀମା – ୨୦ ରୁ ୨୮ (୦୨-୦୭-୨୦୧୮) ସୁଦ୍ଧା
ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ -
ଆବେଦନ ଆନଲାଇନ – http://ibps.sifyitest.com/bobmpo1jun18/
ବିଜ୍ଞପ୍ତି ନୋଟିସ – http://www.freejobalert.com/wp-content/uploads/2018/04/Notification-Bank-of-Baroda-Probationary-Officer-Posts.pdf
ଅଫିସିଆଲ ୱେବସାଇଟ୍ - https://www.bankofbaroda.co.in/