ସୋନି ଟିଭିର ଲୋକପ୍ରିୟ ବ୍ୟବସାୟ ରିଆଲିଟି ସୋ ସାର୍କ ଟ୍ୟାଙ୍କ ଇଣ୍ଡିଆର ସିଜିନ- ୩ ଧମାଲ କରୁଛି।ଭିନିତା ସିଂ, ଅମାନ ଗୁପ୍ତା ଏବଂ ରାଧିକା ଗୁପ୍ତା, ରିତେଶ ଅଗ୍ରୱାଲ ଚଳିତ ସିଜିନ୍ ରେ ବିଚାରକ ଅଟନ୍ତି। Read More >
ବିଜେପିରୁ ଲଢିବେକି ଯୁବରାଜ । ହେବକି ରାଜନୀତି ମଇଦାନରେ ଚୌକା ଛକାର ବର୍ଷା । ଏବେ କ୍ରିକେଟ ନୁହଁ ରାଜନୀତିରେ ହେବ ଚୌକା ଛକାର ବର୍ଷା । ରାଜନୀତିକୁ ଓହ୍ଲଇପାରନ୍ତି କ୍ରିକେଟ ଷ୍ଚାର ଯୁବରଜ ସିଂ । Read More >
ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଭାରତୀୟ ଷ୍ଟକ୍ ମାର୍କେଟ ହଙ୍ଗକଙ୍ଗକୁ ଅତିକ୍ରମ କରି ବିଶ୍ୱରେ ଚତୁର୍ଥ ବୃହତ୍ତମ ଇକ୍ୱିଟି ବଜାରରେ ପରିଣତ ହୋଇଛି । Read More >
ଶିଳ୍ପ ଉଦ୍ୟୋଗ ସ୍ଥାପନ, ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଏବଂ ସବୁ କ୍ଷେତ୍ରରେ ଓଡ଼ିଆମାନେ ନିଜ ପାରଦର୍ଶିତା ଦେଖାଇଛନ୍ତି। ଷ୍ଟାର୍ଟଅପ୍ କ୍ଷେତ୍ରରେ ମଧ୍ୟ ଓଡ଼ିଆ ଉଦ୍ୟୋଗୀଙ୍କ ଚମକ ରହିଛି କାରଣ ଦେଶରେ ୧୧୦ରୁ ଅଧିକ ୟୁନିକର୍ଣ୍ଣ ମଧ୍ୟରୁ ୪ଟି ସଂସ୍ଥାକୁ ଓଡ଼ିଆମାନେ ସ୍ଥାପନା କରିଛନ୍ତି। Read More >
ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଠକଙ୍କ ମାମଲା । ବ୍ୟାଙ୍କ ନାମରେ ହେଉଛି ଫ୍ରଡ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା SBI ନାମରେ ମେସେଜ କିମ୍ବା କଲ୍ ଆସୁଥିଲେ ହୋଇଯାଆନ୍ତୁ ସାବଧାନ । Read More >
ଆଜି ଲଞ୍ଚ ହେବାକୁ ଯାଉଛି ଭାରତର 'ନିଉ କାର ଏସେସମେଣ୍ଟ ପ୍ରୋଗ୍ରାମ' ବା ଭାରତ 'ଏନସିଏପି' କାର୍ଯ୍ୟକ୍ରମ। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବେ। Read More >
ଏବେ ଦେଶରେ ଟମାଟୋ ଦର ଆକାଶଛୁଆଁ ଥିବା ବେଳେ ଏହାର ଦର କମ୍ କରିବା ପାଇଁ ସରକାର ନେପାଳରୁ ଟମାଟୋ ଆମଦାନୀ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । Read More >
ମାର୍କେଟ ବିଲଡିଂକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାମ ନେଉନି | ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ,କେବେ ହଟିବ ମାର୍କେଟ ବିଲ୍ଡିଂରୁ ତାଲା ? Read More >
ବଡ଼ ବଡ଼ ଦେଶକୁ ପଛରେ ପକାଇ ଅର୍ଥନୈତିକ ଅଭିବୃଦ୍ଧିରେ ଆଗରେ ରହିପାରେ ଭାରତ। ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି(GDP) ଅଭିବୃଦ୍ଧି ଚୀନ, ଆମେରିକା ଭଳି ଦେଶର ଜିଡିପି ଅଭିବୃଦ୍ଧିକୁ ପଛରେ ପକାଇ ଆଗରେ ରହିବ ବୋଲି ଆକଳନ କରାଯାଇଛି। Read More >
ଭାରତ ମାଟିରେ ପ୍ରଥମ କରି ଗଡ଼ିଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଦ୍ୱାରା ପରିଚାଳିତ ଚାରି ଚକିଆ ଯାନ । AI ଦ୍ୱାରା ପରିଚାଳିତ ଏହି ଯାନ ବେଙ୍ଗାଳୁରୁରେ ଗଡିଛି। ର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ପରିଚାଳିତ ଏହା ହେଉଛି ଅଟୋନମସ ଭେହିକିଲ ଜେଡ୍ ପଡ଼ । Read More >
ସାଉଦି ଆରବର କ୍ଲବ୍ ‘ଅଲ୍ ହିଲାଲ୍’ ଆର୍ଜେଣ୍ଟିନା ତାରକା ଲିଓନେଲ ମେସିଙ୍କ ସହ ଚୁକ୍ତି କରିବାକୁ ଆଗ୍ରହ ଦେଖାଇଛି । Read More >
ରେଷ୍ଟୋରାଣ୍ଟର ପରିବେଶ ଭଲ ନଥିବାରୁ ଅଦାଲତ ମ୍ୟାକଡୋନାଲ୍ଡର ଷ୍ଟୋର ଉପରେ ୫.୧୪ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି। Read More >
ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ
ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ପାରଦ ଛୁଇଁଲା ୪୪
ଏଯାବତ ରାଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି
୨୦୨୪ ନିର୍ବାଚନକୁ ଚିହ୍ନିତ କରିବା ପାଇଁ ଗୁଗୁଲ ବଦଳାଇଲା ଲୋଗୋ