ଚାଲିଛି ଫଗୁ ଉତ୍ସବ । ରଙ୍ଗର ପର୍ବରେ ଜମୁଛି ଗାଁ ଗାଁ ରେ ଲଉଡି ଖେଳ । ଭାଇଚାରାର ପର୍ବ ପାଳୁଛନ୍ତି ଗୋପାଳ ସମ୍ପ୍ରଦାୟ । ଫଗୁ ଉତ୍ସବ ଅବସରରେ ଲଉଡ଼ିଖେଳରେ ମଜ୍ଜି ଯାଇଛନ୍ତି ଗୋପାଳ ସମ୍ପ୍ରଦାୟ । ରଙ୍ଗର ପର୍ବ ହୋଲିକୁ ଭାରତ ବର୍ଷରେ ସବୁ ସମ୍ପ୍ରଦାୟ ଲୋକେ ଆନନ୍ଦ ଓ ଭାତୃତ୍ବର ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି । Read More >
ଆଜି ଗୁଡ୍ ଫ୍ରାଇଡେ । ଏହା ହେଉଛି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଏକ ବିଶେଷ ପର୍ବ । ମାନବ ଜାତି ପାଇଁ ପ୍ରଭୁ ଯୀଶୁଙ୍କ ବଳିଦାନ ଅବର୍ଣ୍ଣନୀୟ । ପ୍ରଭୁ ଯୀଶୁଙ୍କ ସେହି ବଳିଦାନକୁ ମନେ ପକାଇବା ପାଇଁ ସାରା ଭାରତ ବର୍ଷରେ ଏହି ପବିତ୍ର ପର୍ବ ପାଳନ କରାଯାଉଛି । ବିଶେଷ କରି ଖ୍ରୀଷ୍ଟ ଧର୍ମାବଲମ୍ବିମାନେ ଏହି ପର୍ବକୁ ଆନନ୍ଦର ସହ ପାଳନ କରିଥାନ୍ତି । Read More >
ୟାନି କାନ୍ୟାତ୍ରୀ ଲିଙ୍ଗାନି ସ୍ଥାବରାଣୀ ଚରାଣୀଚ ତିଷୁ ସଂକ୍ରମତେ ଦେବତସ୍ୟାଙ୍ଗ ରାତ୍ରୋ ୟତୋ ହରାହ ଶିବରାତ୍ରେ ସତଃ ପ୍ରୋକ୍ତା ତେନସା ହରି ବଲ୍ଲଭା । Read More >
ତିନି ଓଡ଼ିଆଙ୍କୁ ୨୦୨୨ ଓ ୨୦୨୩ ବର୍ଷ ପାଇଁ ନାଟକ ଏକାଡେମୀ ପୁରସ୍କାର । ଏହି ପୁରସ୍କାର କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଘୋଷଣା କରାଯାଇଛି । Read More >
ପ୍ରଭୁ ଧବଳେଶ୍ୱରଙ୍କ ଜାଗର ଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି । ପାଖେଇ ଆସିଲାଣି ଶିବରାତ୍ରି । ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡିଲାଣି ଧବଳେଶ୍ୱରପୀଠ । Read More >
ଆରମ୍ଭ ହେଲା ଦେବର କୁଣ୍ଡ ମେଳା । ଭଦ୍ରକ ଜିଲ୍ଲାର ଦେବର କୁଣ୍ଡ ଠାରେ ଦେବର କୁଣ୍ଡ ମେଳା ଆରମ୍ଭ ହୋଇଯାଇଛି । ଏହି ମେଳାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । Read More >
ଲଙ୍କାଶ୍ରୀରେ ହେବ ଅନ୍ତର୍ଜାତୀୟ ଗୀତା ମହୋତ୍ସବ । କୁରୁକ୍ଷେତ୍ର ଉନ୍ନୟନ ବୋର୍ଡ ପକ୍ଷରୁ ଅନେକ ଦେଶରେ ଗୀତା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାପରେ ଶ୍ରୀଲଙ୍କାରେ ଗୀତା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । Read More >
ପବିତ୍ର ମାଘ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏହି ବେଶରେ ମହାପ୍ରଭୁ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିବେ। ଏହାସହିତ ଠାକୁରଙ୍କ ସମୀପରେ ଦୁଇଟି ହାତୀ ଶୁଣ୍ଢରେ ପଦ୍ମକଢ଼ି ଧରି ଦଣ୍ଡାୟମାନ ରହିଥିବେ। Read More >
ଭଗବାନ ବିଷ୍ଣୁଙ୍କର ତୃତୀୟ ଅବତାର ହେଉଛନ୍ତି ବରାହ। ଏ ଅବତାରଙ୍କର ବୃତ୍ତାନ୍ତ ଅତ୍ୟନ୍ତ ରୋଚକ। ବ୍ରହ୍ମାଙ୍କ ଅଭିଶାପରେ ସ୍ବର୍ଗପୁରରୁ ବିଚ୍ୟୁତ ହୋଇ ଜୟ ଓ ବିଜୟ ଦୁଇଭାଇ ହିରଣ୍ୟାକ୍ଷ ଓ ହିରଣ୍ୟକଶିପୁ ଦୈତ୍ୟ ରୂପେ ଜନ୍ମ ହୋଇଥିଲେ। Read More >
ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ସାରା ଦେଶ ରାମମୟ ହେବାରେ ଲାଗିଛି । ଉତ୍ତର ହେଉ ବା ଦକ୍ଷିଣ ହେଉ, ପୂର୍ବ ହେଉ ବା ପଶ୍ଚିମ ହେଉ, ସବୁ ଆଡେ ଆନନ୍ଦ, ହର୍ଷୋଲ୍ଲାସର ପରିବେଶ । Read More >
ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଆସାମରୁ ଗଲା ୭୦୦୦ ବାଉଁଶ ଖଣ୍ଡ । ଆଉ ମାତ୍ର କିଛି ଦିନ ପରେ ମନ୍ଦିରରେ ବିରାଜିବେ ପ୍ରଭୁ ରାମଲାଲା । Read More >
ବେଲପତ୍ର। ଭଗବାନ ଶିବଙ୍କ ପ୍ରିୟ। ଯାହାକୁ ଶିବଲିଙ୍ଗରେ ଅର୍ପଣ କଲେ ଆପଣଙ୍କୁ ଅପୂର୍ବ ଫଳ ପ୍ରାପ୍ତି ହେବ। Read More >
ପୋଖରୀରେ ବୁଡି ନାବାଳକ ମୃତ
ଓଡିଶାର ଆର୍ତ୍ତତ୍ରାଣ କ୍ଷେତ୍ର
ତଣ୍ଟି କାଟି ଫିଙ୍ଗିଦେଲେ ଦୃର୍ବୁତ୍ତ
ଯୌନ ନିର୍ଯାତନା ଅଭିଯୋଗରେ ଜଣେ ଗିରଫ