Home >
ରେଲୱେ ସୁରକ୍ଷା ବାହିନୀର ଗ୍ରୁପ ଏ, ବି ଏବଂ ଏଫ ପାର୍ଥୀଙ୍କ ପାଇଁ ପ୍ରବେଶ ପତ୍ର ଜାରି
Khabar Odisha:national-career-odisha-rpf-constable-2019-admit-card-released
ଭୁବନେଶ୍ୱର, ଜାନୁଆରୀ ୧୧ (ଖବର ଓଡିଶା):

 ରେଲୱେ ସୁରକ୍ଷା ବାହିନୀର ଗ୍ରୁପ ଏ, ବି ଏବଂ ଏଫ ପାର୍ଥୀଙ୍କ ପାଇଁ ପ୍ରବେଶ ପତ୍ର ଜାରି ହୋଇଛି । ଆବେଦନ କରିଥିବା ପାର୍ଥୀ ଅଫିଶିଆଲ ୱେବସାଇଟରେ ଯାଇ ପ୍ରବେଶ ପତ୍ର ଡାଉନଲୋଡ କରି ପାରିବେ । 

ଆରପିଏଫ ଏକ ସହ ଉପ ନିରୀକ୍ଷକ ଏବଂ କନେଷ୍ଟବଳ ପାଇଁ ପରୀକ୍ଷାର ଆୟୋଜନ କରୁଛି । ୧୫ଟି ବିଭିନ୍ନ ଭାଷାଭାଷୀରେ ହିନ୍ଦୀ, ଇଂଗ୍ରାଜୀ, ଉର୍ଦୁ, ତାମିଲ, ତେଲୁଗୁ, କୋଙ୍କଣୀ, ମାଲାୟଲମ, କନ୍ନଡ, ମରାଠୀ, ଗୁଜୁରାଟୀ, ବଙ୍ଗାଳୀ, ଓଡିଆ, ଅସମିୟା, ମଣିପୁର ଏବଂ ପଞ୍ଜାବୀରେ ପରୀକ୍ଷା କରାଯିବ । 

-ଡାଉନଲୋଡ କରିବା ପ୍ରକ୍ରିୟା

ଅଫିସିଆଲ ୱେବସାଇଟକୁ ଯାନ୍ତୁ । ହୋମ ପେଜର ଲେଟର ଲିଂକ ଉପରେ କ୍ଲିକ କରନ୍ତୁ । ଆପଣ ଆବେଦନ କରିଥିବା ବିଭାଗ ଉପରେ କ୍ଲିକ କରନ୍ତୁ । ସେଠାରେ ନିଜର ପଞ୍ଜୀକରଣ ନମ୍ବର ଏବଂ ଜନ୍ମ ତିଥି ଦିଅନ୍ତୁ । ଏହା ପରେ ଲଗ ଇନ ଉପରେ କ୍ଲିକ କରି ଡାଉନଲୋଡ କରନ୍ତୁ । 

ଏହି ଲିଙ୍କରୁ ଡାଉନଲୋଡ କରନ୍ତୁ

constable.rpfonlinereg.org

Subscribe

National International State Sports Entertainment