Home >
UPSC: ୬୦ ନିର୍ଦ୍ଦେଶକ, ବୈଜ୍ଞାନିକ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଅନଲାଇନରେ କରନ୍ତୁ ଆବେଦନ
Khabar Odisha:UPSC-Recruitment-2018--Apply-Online-for-60-Director-Scientist--Others-Khabar-Odisha-Employment-Section
ଖବର ଓଡ଼ିଶା (ନିଯୁକ୍ତି ବିଭାଗ)

ପଦବୀ ନାମ : ୟୁପିଏସସି ଅନଲାଇନ୍ ଫର୍ମ ୨୦୧୮ 

ପଦବୀ ତାରିଖ : ୨୩-୧୧-୨୦୧୮  

ପଦବୀ ବିବରଣୀ : କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ପକ୍ଷରୁ ଏୟାର ସେଫ୍ଟି ଅଫିସର, ଆସିଷ୍ଟାଣ୍ଟ ଡାଇରେକ୍ଟର ଏବଂ ଅନ୍ୟାନ୍ୟ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ଯୋଗ୍ୟ ପ୍ରାର୍ଥୀଙ୍କୁ ଚୁକ୍ତିଭିତ୍ତିକ ଆଧାରରେ ନିଯୁକ୍ତି ଦିଆଯିବ। ଇଚ୍ଛୁକ ପ୍ରାର୍ଥୀମାନେ ପଦବୀ ବିବରଣୀ ଓ ନୋଟିସ ଦେଖି ଆବେଦନ କରିପାରିବେ। 

ପଦବୀ ବିବରଣୀ : ୬୦

୧. ଏୟାର ସେଫଟି ଅଫିସର-୧୬ 

ଯୋଗ୍ୟତା - ଡିଗ୍ରୀ (ଏରୋନୋଟିକାଲ ଇଞ୍ଜିନିୟରିଂ)

ବୟସ ସୀମା – ୩୫ ବର୍ଷ 

୨. ଆସିଷ୍ଟାଣ୍ଟ ଡଇରୋକ୍ଟର – ୩୭ 

ଶିକ୍ଷାଗତ ଯୋଗ୍ୟତା- ଡିଗ୍ରୀ(ଇଞ୍ଜିନିୟରିଂ)/ବିଏସସି/ ମାଷ୍ଟର ଡିଗ୍ରୀ ସମ୍ବନ୍ଧିୟ ବିଷୟରେ ଅଭିଜ୍ଞତା 

ବୟସ ସୀମା - ୪୦

୩. ଡେପୁଟି ଡାଇରେକ୍ଟର (ସେଫଟି)(ମେକାନିକାଲ୍) – ୦୧

ଶିକ୍ଷାଗତ ଯୋଗ୍ୟତା- ଡିଗ୍ରୀ(ମେକାନିକାଲ ଇଞ୍ଜିନିୟରିଂ) ଏବଂ ୫ ବର୍ଷର ଅଭିଜ୍ଞତା ସହ

ବୟସ ସୀମା - ୪୩ ବର୍ଷ    

୪. ବୈଜ୍ଞାନିକ ବି (କେମିଷ୍ଟ୍) – ୦୬ 

ଶିକ୍ଷାଗତ ଯୋଗ୍ୟତା-  ଏମ.ଏସସି(କେମେଷ୍ଟ୍ରି) ଏବଂ ୩ ବର୍ଷର ଅଭିଜ୍ଞତା ସହ 

ବୟସ ସୀମା- ୩୫ ବର୍ଷ          

ଆବେଦନ ଶୁଳ୍କ :

ଅନ୍ୟାନ୍ୟ – ୨୫ ଟଙ୍କା 

ଏସସି,ଏସଟି,ପିଏଚ୍, ମହିଳା ପ୍ରାର୍ଥୀ – ଦେୟମୁକ୍ତ 

ପେମେଣ୍ଟ ମୋଡ୍ – ଡେବିଟ୍, କ୍ରେଡ଼ିଟ୍, ନେଟ୍ ବ୍ୟାଙ୍କିଂ, ଏସବିଆଇ 

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ : 

ଶେଷ ତାରିଖ – ୧୩-୧୨-୨୦୧୮

ଅନଲାଇନରେ ଆପ୍ଲିକେସନ ପୈଠ କରିବାର ଶେଷ ତାରିଖ – ୧୪-୧୨-୨୦୧୮ 

ଅନଲାଇନ୍ ଆବେଦନ – https://upsconline.nic.in/ora/VacancyNoticePub.php 

ବିଜ୍ଞପ୍ତି ନୋଟିସ୍ - http://www.freejobalert.com/wp-content/uploads/2017/11/Notification-UPSC-Director-Scientist-Other-Posts.pdf 

 

Subscribe

National International State Sports Entertainment