Home >
ଭିତରକନିକାରୁ ବିଶାଳକାୟ ତିମି ମାଛ ମୃତ ଦେହ ଉଦ୍ଧାର
Khabar Odisha:State-kendrapada-Odisha-bluewhale-dead
କେନ୍ଦ୍ରାପଡ଼ା ,ଜାନୁଆରୀ ୧୧(ଖବର ଓଡ଼ିଶା):

 ପଟ୍ଟାମୁଣ୍ଡାଇ ନିକଟ ବୈତରଣୀ ନଦୀ ମୁହାଣରୁ ଏକ  ବିଶାଳକାୟ ମୃତ ତିମି ମାଛ ଉଦ୍ଧାର କରାଯାଇଛି।  ଭିତରକନିକା ନିକଟରେ ଏହି ମୃତ ତିମି ମାଛକୁ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ପଟ୍ଟାମୁଣ୍ଡାଇ ଅହିରାଜ ଜଙ୍ଗଲ ନିକଟରେ ବୈତରଣୀ ନଦୀ ମୁହାଣରୁ ୩୦ ଫୁଟର ବିଷାଳକାୟ ତିମିର ମୃତଦେହ ଉଦ୍ଧାର କରାଯାଇଛି । ତିମି ମାଛଟିର ମୃତ୍ୟୁର କାରଣ ଅସ୍ଫଷ୍ଟ ରହିଛି । ଏହି ବୃହତ ତିମି ମାଛକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି।

Subscribe

National International State Sports Entertainment