Home >
ମାଓବାଦୀଙ୍କ ବର୍ବର କାଣ୍ଡ, ଯୁବକଙ୍କୁ ଗୁଳି କରି ହତ୍ୟା
Khabar Odisha:Crime-Odisha-one-person-killed-by-Naxel
ନବରଙ୍ଗପୁର, ଫେବୃଆରୀ ୧୨(ଖବର ଓଡ଼ିଶା)

: ନବରଙ୍ଗପୁରରେ ମାଓତାଣ୍ଡବ ଦେଖିବାକୁ ମିଳିଛି । ଲାଲବାହିନୀ ଗୁଳି କରି ଜଣେ ଯୁବକଙ୍କୁ ହତ୍ୟା କରିଛି ।

ପୋଲିସ ଇନଫରର୍ମର ସନ୍ଦେହରେ ନବରଙ୍ଗପୁର ରାଇଘର  ଭେନସ ଗାଁରେ ଟୁନୁ ଗଣ୍ଡ ନାମକ ଜଣେ ଯୁବକଙ୍କୁ ଗୁଳି କରି ମାଓବାଦୀମାନେ ହତ୍ୟା କରିଛନ୍ତି । ଟୁନୁକୁ ଘରୁ ଡ଼ାକିନେଇ ଗାଁ ମୁଣ୍ଡରେ ହତ୍ୟା କରିଛନ୍ତି ମାଓବାଦୀ । ଟୁନୁ ପୋଲିସ ପାଇଁ କାମ କରୁଥିବା ମାଓବାଦୀମାନେ ଏକ ଚିଠିରେ ଦର୍ଶାଇଛନ୍ତି ।

Subscribe

National International State Sports Entertainment