ମହିଳାଙ୍କ ପାଇଁ ନୂଆ ପଦବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
Khabar Odisha:women-odisha-govt-declear-to-create-new-108-post-for-women
ଭୁବନେଶ୍ୱର ଜାନୁଆରୀ ୧୬ (ଖବର ଓଡିଶା)

ମହିଳାଙ୍କ ପାଇଁ ନୂଆ ପଦବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ମହିଳାଙ୍କ ସଶକ୍ତି କରଣ ପାଇଁ ଏହି ନୂଆ ପଦବୀ ସୃଷ୍ଟି କରାଯାଇଥିବା ମୁଖ୍ୟମନ୍ତ୍ରୀ କଗିଛନ୍ତି । ସିଡିପିଓ  ସ୍ତରରେ ନିଯୁକ୍ତି ପାଇବେ ୯୩ ଜଣ ନୂଆ ପୋଗ୍ରାମ୍‌ ଅଫିସର ।  ୧୩ଟି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପଦବୀ ସୃଷ୍ଟି ଏହା ସହ  ରାଜ୍ୟ ସ୍ତରରେ ଦୁଇଟି ଉପ ନିର୍ଦେଶକ ପଦବୀ ସୃଷ୍ଟି କରାଯିବ । ଏଥିପାଇଁ ବାର୍ଷିକ 9 କୋଟି ଟଙ୍କା ଖର୍ଚ୍ଚ ହେବ । ସଚିବାଳୟରୁ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀନ ପଟ୍ଟନାୟକ ।

Subscribe

National International State Sports Entertainment