ରାତିହେଲେ ଗାଁ ରେ ଭାଲୁ ବୁଲୁଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ଖୁଂଟା ଥାନା ଅଂଚଳରେ । ଯାହାର ଦୃଶ୍ୟ ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା ସିସିଟିଭି ରେ କଏଦ ହୋଇଛି । Read More >
ଗଣିଆ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମ ନିକଟସ୍ଥ ମହାନଦୀ ବାଲି ପଠାରେ ଏକ ବଉଳା କୁମ୍ଭୀର ବୁଲୁଥିବାର ଦେଖିବାକୁ ମିଳିଛି । ଖବର ପାଇ ବନଲିଭାଗ ଘଟଣାସ୍ଥଳରେ ପହଂଚି କୁମ୍ଭୀର ଟିକୁ ଉଦ୍ଧାର କରିଛି । Read More >
ଗାଁରେ ଘରକୁ ଘର ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୪ ଦିନ ଭିତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଗୁରୁତର ଆକ୍ରାନ୍ତ ହୋଇ ମେଡ଼ିକାଲ୍ରେ ଭର୍ତ୍ତି ହୋଇଛନ୍ତି। ଦୂଷିତ ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ ହୋଇଛି। Read More >
ଦାରିଙ୍ଗବାଡିରେ ଗାଈ ଚରାଇବାକୁ ନେଇ ତୁମୁଳକାଣ୍ଡ। ଗାଈ ଚରାକୁ ନେଇ ବିବାଦ ପରେ ଚାଷ ଜମିରେ ଫୁଟିଲା ଗୁଳି । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଏହି ହତ୍ୟାକାଣ୍ଡଟି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି। Read More >
ଗାଁରେ ବାଘ ଆତଙ୍କକୁ ନେଇ ଲୋକେ ଭୟବିତ୍ତ ଥିବାବେଳେ ଗୁହାଳରୁ ବାଛୁରୀକୁ ଟାଣି ନେଇ ମାରିଛି ବାଘ Read More >
କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ମହୁଲଡିହା ଥାନା ଖେଡ଼ିଆପଶି ଗାଁରେ ଦୁଇ ଜଣ କୁନି ଶିଶୁ ଆଜି ସକାଳୁ ଘରୁ ବାହାରି ଅଙ୍ଗନବାଡ଼ି କେନ୍ଦ୍ର ଆସିଥିବା ବେଳେ, ପୋଖରୀରେ ବୁଡ଼ିଯାଇଥିଲେ । ସେଠାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । Read More >
ଫସର ଫାଟିଲା ରାଜ୍ୟ ସରକାରଙ୍କ ପାନୀୟ ଜଳ ଯୋଗାଣ ପ୍ରକଳ୍ପ , ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରକଳ୍ପ ହୋଇଥିଲା, ହେଲେ ଠିକ ସମୟ ବେଳକୁ ପାଣିରେ ମିଶିଗଲା ପ୍ରକଳ୍ପ କାର୍ଯ୍ୟ Read More >
ତେବେ ସେହିପରି ଓଡିଶା ଇତିହାସର ଆଉ ଏକ ନୂତନ ପୃଷ୍ଠାରେ ଓଡ଼ିଶାର ଗୌରବ ବର୍ଣ୍ଣିତ, କାରଣ ଓଡିଶାର ସରପଞ୍ଚଙ୍କ ଉପରେ ପ୍ରସ୍ତୁତି ହୋଇଛି ବଲିଉଡ୍ ଫିଲ୍ମ । Read More >
ଯାଇଥିଲେ ସ୍କୁଲ ଆଉ ଫେରିଲେ ମଶାଣୀକୁ . . ଦୁର୍ଘଟଣା ସାଜିଲା ଯମ ଦଉଡି । ଚାଲିଗଲା ୩ ନିଷ୍ପାପ ପିଲାଙ୍କ ଜୀବନ । ଏବେ ନିରବି ଯାଇଛି ପୁରା ଗାଁ । Read More >
ମାଲକାନଗିରି ସୀତାକୁଣ୍ଡରୁ ଜଳ ଯିବ ଅଯୋଧ୍ୟା, ସମାରୋହରେ ସାମିଲ ହେଲେ ରାଜ୍ୟପାଳ Read More >
ମା ମୂତ୍ୟାଲୁମାଙ୍କ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନା
ବୁର୍ଲାର କର୍ମୀ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଗଙ୍ଗାଧର ମଣ୍ଡପରେ ଶ୍ରୀ ରାମାୟଣ ଓ କଳାକାର ସମ୍ମାନ କାର୍ଯ୍ୟକ୍ରମ
ଆହୁରି ଅନୁଭୂତ ହେବ ଅସହ୍ୟ ତାତି