ବିଜୁ ଜନତା ଦଳରେ ସାମିଲ ହେଲେ ବର୍ଷା ପ୍ରିୟଦର୍ଶିନୀ । ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ଶଙ୍ଖ ଧରିଲେ । ଏପଟେ ବର୍ଷା ପ୍ରିୟଦର୍ଶିନୀ ବିଜୁ ଜନତା ଦଳରେ ଯୋଗ ଦେଇଥିଲାବେଳେ ସେପଟେ ଅନୁଭବ ମହାନ୍ତି ବିଜୁ ଜନତା ଦଳ ଛାଡି ପଦ୍ମ ଧରିଛନ୍ତି । ବିଜୁ ଜନତାର ଦଳର ଶଙ୍ଖ ଭବନରେ ଚାଲିଥିବା ମିଶ୍ରଣ ପର୍ବରେ ସାଂସଦ ସମ୍ବିତ ପାତ୍ର, ବର୍ଷାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।
Read More >