ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ବିଜେପି କାଲି ପ୍ରାର୍ଥୀ ଘୋଷଣା କରିଛି । ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ଓ ଜଗତସିଂହପୁର ବିଧାନସଭା ଆସନ ନିମନ୍ତେ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । ଜଗତସିଂହପୁରରୁ ଦଳ ଅମରେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବାଲିକୁଦା -ଏରସମା ରୁ ସତ୍ୟ ସାରଥି ମହାନ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।
Read More >