ଆଜି ବି କଲବଲ କଲା ତାତି ଜଳିଲା ସାରା ଓଡ଼ିଶା। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା ୪୪ ଡିଗ୍ରୀ ସେଲ୍ସିୟସ ଛୁଇଁଛି । ଆଜି ୪୪.୩ ଡିଗ୍ରୀ ସହ ବୌଦ୍ଧ ପାଲଟିଛି ସବୁଠୁ ତତଲା ସହର। ଏହା ତଳକୁ ଦ୍ୱିତୀୟରେ ରହିଛି ବାରିପଦା। ଆଜି ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଛି।
Read More >