ଆସନ୍ତା ୨୯ ତାରିଖ ଦିନ ଠାରୁ ମା ମୂତ୍ୟାଲୁମାଙ୍କ ନବଦିନ ବ୍ୟାପି ଘଟଯାତ୍ରା ହେବାକୁ ଥିବା ବେଳେ ଟାଉନ ପୂଜା ମଣ୍ଡପ ଠାରେ ଏହାର ଶୁଭ ଖୁଣ୍ଟି ପଡ଼ିଥିଲା। Read More >
ସମ୍ବଲପୁରରେ ଜିଲ୍ଲାରେ ଏବେ ପୁରା ଦମରେ ଜନସମ୍ପର୍କ ଅଭିଯାନ କରିବା ସହ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। Read More >
ହିନ୍ଦୁ ନବବର୍ଷ ଓ ଶ୍ରୀରାମ ନବମି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସହରର ବହୁ ସୁନାମଧନ୍ୟ କଳାକାର ମାନେ ଭଜନ ପରିବେଷଣ କରିଥିଲେ। ଏଥିରେ ବିଭିନ୍ନ ନୃତ୍ୟ ଏକାଡେମୀର କୁନି କୁନି କଳାକାର ମାନେ ମଧ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। Read More >
ଆଜି ବି ସାରା ରାଜ୍ୟରେ ଅନୁଭୂତ ହେବ ଅସହ୍ୟ ଗ୍ରୀଷ୍ମ ପ୍ରବାହ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜଳୁଛି ସାରା ରାଜ୍ୟ। ତେବେ ଆଜି ନୟାଗଡ଼, ଅନୁଗୁଳ, ମୟୂରଭଞ୍ଜ ଓ ବୌଦ୍ଧରେ ଉଚ୍ଚ ତାପମାତ୍ରା ଅନୁଭୂତ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। Read More >
ଆଜି ବି କଲବଲ କଲା ତାତି ଜଳିଲା ସାରା ଓଡ଼ିଶା। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା ୪୪ ଡିଗ୍ରୀ ସେଲ୍ସିୟସ ଛୁଇଁଛି । ଆଜି ୪୪.୩ ଡିଗ୍ରୀ ସହ ବୌଦ୍ଧ ପାଲଟିଛି ସବୁଠୁ ତତଲା ସହର। ଏହା ତଳକୁ ଦ୍ୱିତୀୟରେ ରହିଛି ବାରିପଦା। ଆଜି ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଛି। Read More >
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଚାଲିଛି । ପ୍ରଚଣ୍ତ ଖରାରେ କଲବଲ ହେଉଛନ୍ତି ରାଜ୍ୟବାସୀ । ପ୍ରବଳ ଖରା ହେତୁ ଅଂଶୁଘାତ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ତେବେ ସରକାରୀ ରିପୋର୍ଟ ଅନୁସାରେ ଏଯାବତ ରାଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି। Read More >
ଆଗକୁ ଆସୁଛି ସାଧାରଣ ନିର୍ବାଚନ । ସାଧାରଣ ନିର୍ବାଚନ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଉମରକୋଟ ପୋଲିସ ଓଡିଶା - ଛତିଶଗଡ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି Read More >
ସାଧାରଣ ନିର୍ବାଚନ ୨୦୨୪ପାଇଁ ଆସନ୍ତା ମେ ୧୩ ତାରିଖରେ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କିଛି ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ମାନେ ବିଧିବଦ୍ଧ ଭାବେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । Read More >
ମହାନଦୀରେ ଘଟିଲା ଅଘଟଣ । ମଝି ନଦୀରେ ଡ଼ଙ୍ଗା ଓଲଟି ପଡିବାରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହେବା ସହିତ ପ୍ରାୟ ୭ ରୁ ଅଧିକ ଯାତ୍ରୀ ନିଖୋଜ ଅଛନ୍ତି Read More >
ବାରମ୍ବାର ବିଭିନ୍ନ ସରକାରୀ କର୍ମଚାରୀମାନେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି। ସେହିଭଳି ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ହରଭଙ୍ଗା କାର୍ଯ୍ୟାଳୟର ବରିଷ୍ଠ କିରାଣୀ। Read More >
ଦିନରେ କବାଡି ବାଲା ସାଜି ଥିବାବେଳେ ରାତିରେ କବାଟ ଖୋଲି ଲୁଟ କରୁଛି ଚୋର। ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ବଲାଙ୍ଗୀରର ବିଭିନ୍ନ ଘରେ ତଥା ଟିଟିଲାଗଡ କାଳୀ ମନ୍ଦିରରେ କ୍ରମାଗତ ଭାବେ ୪ ଥର ଚୋରି ହୋଇଥିଲା । ତେବେ ଏହି ଘଟଣା ପରେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଲା । Read More >
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଚାଲିଛି ଜୋରଦାର ଚେକିଂ । ଗତକାଲି ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଚେକିଂ କରୁଥିବା ସମୟରେ ୨ ବାଇକ୍ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା ଜବତ କରିଛି। Read More >
ମା ମୂତ୍ୟାଲୁମାଙ୍କ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନା
ବୁର୍ଲାର କର୍ମୀ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଗଙ୍ଗାଧର ମଣ୍ଡପରେ ଶ୍ରୀ ରାମାୟଣ ଓ କଳାକାର ସମ୍ମାନ କାର୍ଯ୍ୟକ୍ରମ
ଆହୁରି ଅନୁଭୂତ ହେବ ଅସହ୍ୟ ତାତି