ତମାଣ୍ଡୋ ଥାନା ପାତ୍ରପଡା ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗ୍ୟାସ ବୋଝେଇ ଟ୍ରକକୁ ଦୁଇଟି ଟ୍ରକ ଏକାବେଳକେ ଧକ୍କା ଦେଇଛି । Read More >
ସାଧାରଣ ନିର୍ବାଚନ ୨୦୨୪ର ତୃତୀୟ ଚରଣ ଅର୍ଥାତ୍ ଆସନ୍ତା ମେ ୧୩ ତାରିଖରେ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । Read More >
ଠେମରାରେ ରାମନବମୀ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ । ସମ୍ବଲପୁରରେ କୃଷି ଆଧାରିତ ଅର୍ଥନୀତି ପାଇଁ ବ୍ୟାପକ ଯୋଜନା କରାଯିବ । Read More >
ରାମ ନବମୀରେ ଫୁଟିଲା ଗୁଳି । ପବିତ୍ର ରାମ ନବମୀରେ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ହୋଇଥିଲା । ଏତେ ବଡ ପବିତ୍ର ଦିନରେ ଫୁଟିଛି ଗୁଳି । ଚାଲିଥିଲା ନାମଯଜ୍ଞ ମନ୍ତ୍ର ଧ୍ୱନୀରେ ଫାଟି ପଡୁଥିଲା ଆଖପାଖ ଅଞ୍ଚଳ । Read More >
ପ୍ରଚଣ୍ଡ ଖରା ପାଇଁ ଆଜିଠୁ ୩ଦିନ ସ୍କୁଲ ବନ୍ଦ । ଆକାଶରୁ ହେଉଛି ଅଗ୍ନିବର୍ଷା । ୪୦ ଡିଗ୍ରୀ ଉପରେ ୩୦ ସହର । ସକାଳ ୮ ଟାରୁ ଟାଣ ଖରା । ଦିନ ୧୧ ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ସବୁଠି ଅନୁଭବ ହେଉଛି ପ୍ରଚଣ୍ଡ ତାତି । Read More >
କଳସ ବିସର୍ଜନ ବେଳେ ପାଣିରେ ବୁଡି ବାଳକ ମୃତ । ଘଣ୍ଟ ଶଙ୍ଖ ବାଦ୍ୟ ସହ ଗ୍ରାମବାସୀ ଏକ ଆଧ୍ୟାତ୍ମିକ ପଟୁଆରରେ କଳସ ବିସର୍ଜନ ପାଇଁ ଗାଁ ପୋଖରୀକୁ ଯାଇଥିବା ବେଳେ ପୋଖରୀ ପାଣିରେ ବୁଡ଼ିଗଲେ ଜଣେ ୭ ବର୍ଷର ପୁଅ । Read More >
ଟ୍ରକ ସହ ଧକ୍କା ହେଲା କାର । ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ଦିନକୁ ଦିନ ଦୁର୍ଘଟଣା ଘଟିଚାଲିଛି । Read More >
Read More >
ଆଜି ସୁଦଶା ବ୍ରତ। ଆମ ଓଡ଼ିଆ ଘରେ ପରମ୍ପରା ଅନୁଯାୟୀ ଅନେକ ବ୍ରତ ପାଳନ କରାଯାଏ । ସେଥି ମଧ୍ୟରୁ ସୁଦଶା ବ୍ରତ ହେଉଛି ଅନ୍ୟତମ । ବାର ମଧ୍ଯରେ ଯେମିତି ଗୁରୁବାର ମା ଲକ୍ଷ୍ମୀଙ୍କ ପ୍ରିୟ ଅଟେ। ଏହି ବ୍ରତଟି ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ଅଟେ। Read More >
ଜଳୁଛି ସାରା ଓଡିଶା । ପ୍ରଚଣ୍ଡ ରୌଦ୍ରତାପ ପ୍ରଭାବରେ ବଢୁଛି ତାତି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରଭାବ । Read More >
ଗୁଣବତ୍ତା ସମ୍ପନ୍ନ ସ୍ବାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରର ଖ୍ୟାତି ଅର୍ଜନ କରିଥିବା ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ଏହାର ସଫଳତାରେ ଯୋଡ଼ିଛି ଆଉ ଏକ ଫର୍ଦ୍ଦ। Read More >
୨୦୧୫ ବ୍ୟାଚ୍ ଓଡିଶା-କ୍ୟାଡର ଆଇପିଏସ୍ ଅଧିକାରୀ ଡକ୍ଟର ଶ୍ରବଣ ବିବେକ ଏମ୍ ବୁଧବାର ଭିଜିଲାନ୍ସ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। Read More >
ଗ୍ୟାସ ବୋଝେଇ ଟ୍ରକକୁ ଧକ୍କା ଦେଲା ଦୁଇଟି ଟ୍ରକ୍
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ଠେମରାରେ ରାମନବମୀ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ
କାଲି ପ୍ରଥମ ପର୍ଯ୍ୟୟ ଭୋଟ: ମୋଟ 102 ସିଟ୍ ପାଇଁ ମତଦାନ