ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହ୍ୱାଲ Read More >
ଏଥର ଏଆଇ କ୍ୟାମେରା ଜଗିବ ଶିମିଳିପାଳ ଜଙ୍ଗଲ। ଜଙ୍ଗଲରେ ଲାଗୁଥିବା ନିଆଁ ଉପରେ ନଜର ରଖିବା ପାଇଁ ଏହି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟ ନେଇଛନ୍ତି ବନ ବିଭାଗ। Read More >
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି । Read More >
ବାଙ୍କୀ ଥାନା କୁସପିଙ୍ଗ ଛକ ନିକଟରେ ଏକ ଅଘଟଣ ଘଟିଯାଇଛି । ଦୁଇ କାର ମୁହାଁମୁହିଁ ଧକ୍କା ହୋଇଛନ୍ତି । ଫଳରେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । Read More >
ସରକାରୀ ଜାଗାରୁ ବେଆଇନ ଭାବେ କଟା ଯାଇଥିବା ୩୦ ହଜାର ଟଙ୍କାର କାଠକୁ ଜବତ କଲା ରାଜସ୍ୱ ବିଭାଗ। ସରକାରୀ ଜାଗାରେ ନିକଟରେ ରହୁଥିବା ସ୍ଥାନୀୟ ଲୋକ ବେଆଇନ ଭାବରେ ଏହି ଗଛଗୁଡିକ କାଟୁଥିବା ନେଇ ଗାଁ ଲୋକେ ଅଭିଯୋଗ କରିବା ପରେ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଁଚି କଟା ଗଛ ଗୁଡିକୁ ଜବତ କରିଥିଲେ। Read More >
ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ପୋଲିସକୁ ଏକ ବଡ ସଫଳତା ମିଳିଛି । ଏକ ପିକଅପ ଭ୍ୟାନରେ ପ୍ରାୟ ୧ କୋଟି ଟଙ୍କାର ଗଂଜେଇ ଚାଲାଣ କରାଯାଉଥିବା ବେଳେ ପୋଲିସ ହାତରେ ଧରା ପଡିଛି । Read More >
ଭଦ୍ରକ ବିଜେପି ଲୋକସଭା କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୋଦି ଗ୍ୟାରେଣ୍ଟି ସଂକଳ୍ପ ପତ୍ରର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। Read More >
ଚଳିତବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଉଛି। ତିନି ରଥ ନିର୍ମାଣ ଲାଗି ଶୁକ୍ରବାର ପୁରୀରେ ତୃତୀୟ ପର୍ଯ୍ୟାୟ ରଥକାଠ ପହଞ୍ଚିଛି। ନୟାଗଡ଼ ଜିଲା ଦଶପଲ୍ଲା ବନାଞ୍ଚଳରୁ ୨୩ଖଣ୍ଡ ଖଣ୍ଡ ଅସନ,୪୦ ଫୁଟିଆ ଧଉରା ଆସିଛି। Read More >
ବାଇକ୍ ନିକଟରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର। ଏଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଉମରକୋଟ ଥାନା ପନାରୁଚୁଆ ଗାଁରେ ଘଟିଛି। Read More >
ବାରବାଟୀ-କଟକ ଆସନରୁ କଂଗ୍ରେସର ପ୍ରାର୍ଥୀତ୍ବକୁ ନେଇ ଅନେକ ଆଲୋଚନା ହେଉଥିବାବେଳେ ଏବେ ସେ ପ୍ରଶ୍ନର ଉତ୍ତର ରଖିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ। ତାଙ୍କ ଝିଅ ସୋଫିଆ ଫିର୍ଦୋଷଙ୍କୁ ଦଳ ଏହି ଆସନରୁ ପ୍ରାର୍ଥୀ କରିପାରେ ବୋଲି ସଂକେତ ମିଳୁଛି । Read More >
ଦିନକୁ ଦିନ ଅଣାୟତ୍ତ ହେଉଛି ଜଙ୍ଗଲ ନିଆଁ । ମୟୂରଭଞ୍ଜର ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ ଆୟତ୍ତକୁ ନ ଆସିଥିବାବେଳେ ବର୍ତ୍ତମାନ ନୟାଗଡ଼ ଜିଲ୍ଲା ରଣପୁର ଜଙ୍ଗଲରେ ନିଆଁର ପ୍ରକୋପ ବ୍ୟାପିବାରେ ଲାଗିଛି Read More >
ଭୋଟ୍ ହାର ବଢାଇବା ସହ ଭୋଟରଙ୍କୁ ସଚେତନ କରାଇବା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ନିଆରା ଢଙ୍ଗରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲିଗୁଡ଼ା ଉପଜିଲ୍ଲାପାଳ ଡା.ରୀନା ପ୍ରଧାନ ଉପସ୍ଥିତିରେ ଚୁନାବ୍ ମହ୍ଲାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । Read More >
JDU ନେତାଙ୍କୁ ଗୁଳିକରି ହତ୍ୟା
ଜଗା ଦର୍ଶନ କଲେ ସାଇନା ନେହେୱାଲ
AI କ୍ୟାମେରା ଜଗିବ ଶିମିଳିପାଳ
ଧୋଇ ହୋଇଗଲା ଭାରତ-ଚୀନ ସୀମାନ୍ତ ରାସ୍ତା