ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ରରୁ ସବୁ ପ୍ରକାର ସାହାଯ୍ୟ ପାଇଁ ଦେଲେ ପ୍ରତିଶ୍ରୁତି
Khabar Odisha:Narendra-Modi-Spoke-about-Odisha-And-Andhra-CM-regards-CycloneTitli
ଭୁବନେଶ୍ୱର,୧୧ ଅକ୍ଟୋବର(ଖବର ଓଡ଼ିଶା):

 ଘୂର୍ଣ୍ଣିଝଡ଼ ତିତ୍‌ଲି ପରେ ରାଜ୍ୟର ସ୍ଥିତି ନେଇ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କେନ୍ଦ୍ର ତରଫରୁ ଯଥାସମ୍ଭବ ସବୁ ପ୍ରକାର ସାହାଯ୍ୟ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କଥା ଦେଇଛନ୍ତି। ଏହାସହ ସେ ବାତ୍ୟା ପ୍ରଭାବିତଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିବା ନିଜ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି। 

Subscribe

National International State Sports Entertainment