ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଆଜି ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଠାରେ ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । Read More >
ଡାଲି ପଡି ଯାଇ 8 ଦିନ ତଳେ ମେଡିକାଲାରେ ଭର୍ତ୍ତି ହୋଇଥିଲେ ନାବାଳିକା ଆଡି ତାଙ୍କର ମୃତ ଘଟିଛି । ଚିକିତ୍ସାଦିନ ଅବସ୍ଥାରେ କଟକ ବଡ ମେଡିକାଲରେ ଶିଶୁଟିର ମୃତ୍ୟୁ ହୋଇଛି । ମୃତା ନାବାଳିକା ଗଜପତି ଜିଲ୍ଲା ମୋହନା ବ୍ଲକର ବୋଲି ଜଣାପଡ଼ିଛି। Read More >
ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀ ଙ୍କ ଉପଦ୍ରବ ଦେଖିବାକୁ ମିଶିଛି । ସୋମବାର ରାତିରେ ନାଇକୁଡି ଗ୍ରାମରେ ୫୦ରୁ ଉର୍ଦ୍ଧ୍ୱ ହାତୀପଲ ଆସି ଧାନ କ୍ଷେତରେ ପଶି ଦଳାଚକଟା କରିଛନ୍ତି । ଫଳରେ ଏକରଏକର ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । Read More >
ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହିତ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି। Read More >
ସକାଳୁ ସକାଳୁ ମୁଣ୍ତ ଫଟା ଖରା ସଙ୍ଗକୁ ଗୁଳୁଗୁଳି । ଖରା ସଙ୍ଗକୁ ଗୁଳୁଗୁଳିରେ ଜୀବନ ପୁରା ଅସ୍ଥବ୍ୟସ୍ତ । ସକାଳ ୮ଟା ୩୦ ସୁଦ୍ଧା ୩୫ ଡିଗ୍ରୀ ତାପମାତ୍ରା ଟପିଲାଣି । ତେବେ ୩୫.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ବର । Read More >
ଶ୍ରୀମନ୍ଦିରରେ ରକ୍ତଛିଟା,ମହାପ୍ରଭୁଙ୍କ ହେଲା ମହାସ୍ନାନ । ଶ୍ରୀମନ୍ଦିରରେ ପୁଣି ପଡିଲା ରକ୍ତ ଛିଟା । ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି । ଶ୍ରୀମନ୍ଦିରର ଭିତର କାଠ ନିକଟରେ ଏହି ରକ୍ତ ଛିଟା ପଡିଥିଲା । ଏହାକୁ ଦେଖିବା ପରେ ମଙ୍ଗଳ ଆରତୀ ପୂର୍ବରୁ ମହାସ୍ନାନ କରାଯାଇଛି। Read More >
ଆଜି ପୁରୀ ଜିଲ୍ଲା କାକଟପୁର ପ୍ରସିଦ୍ଧ ମା ମଙ୍ଗଳାଙ୍କ ଝାମୁଯାତ୍ରା । ମା ମଙ୍ଗଳା ଧ୍ୱନିରେ କମ୍ପୁଛି କାକଟପୁର ମାଙ୍କ ପୀଠ । ଏହି ଅବସରରେ ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କ ନିକଟରେ ପୂଜା କରୁଛନ୍ତି । ଏବଂ ରାଜରାଜେଶ୍ୱରୀ ବେଶରେ ମା ମଙ୍ଗଳାଙ୍କୁ ଦର୍ଶନ କରୁଛନ୍ତି । Read More >
ତାତିରୁ ମିଳୁନି ତ୍ରାହି । ଅସହ୍ୟ ତାତି ଓ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ ହୋଇପଡିଲେଣି । ଲଗାତାର ୮ ଦିନ ହେବ ଅସହ୍ୟ ତାତିରେ ସାରା ଏଡିଶା ଜଳୁଛି । କିଛି ସ୍ଥାବରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ଆଂଶିକ ହ୍ରାସ ଘଟିଥିଲେ ମଧ୍ୟ ଗୁଳୁଗୁଳିରୁ ତ୍ରାହି ମିଳୁନି । Read More >
ମୟୂରଭଂଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ବଡଚାଟରା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁ ଛକରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ମୃତକ ଜଣଙ୍କ ବଡଚାଟରା ଗ୍ରାମର ସ୍ୱର୍ଗତ ଡମ୍ବରୁ ମହାନ୍ତଙ୍କ ଏକମାତ୍ର ପୁଅ ଗୋପାଳ ମହାନ୍ତ ବୋଲି ଜଣାପଡିଛି । Read More >
କଟକ ଜିଲା ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି ସୋମବାର ଶେଷ ହୋଇଛି । ତେବେ ଆଜି ଏହି ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । Read More >
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଶିଶୁରୋଗ ବିଭାଗର ମିଳିତ ସହଯୋଗରେ ‘ଭିପିଡି ସର୍ଭେଲାନ୍ସ ଆଣ୍ଡ ଏମ୍ଆର୍ କ୍ୟାମ୍ପେନ୍’ ପ୍ରସଙ୍ଗକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । Read More >
ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଶୀତଳାପଲ୍ଲୀ କ୍ୟାମ୍ପସ୍ରେ ଗତ ରବିବାର ଏକ ନିଃଶୁକ୍ଳ ବନ୍ଧ୍ୟାଦୋଷ ଚିକିତ୍ସା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । Read More >
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଛଅଟି ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା
ଗରମ ଡାଲି ପଡ଼ି ୮ ଦିନରେ ଆଖି ବୁଜିଲେ ନାବାଳିକା
ଗାଁରେ ହାତୀପଲଙ୍କ ଉପଦ୍ରବ
ବିଜେଡି ଛାଡିଲେ ରାସେଶ୍ୱରୀ