ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନାମାଙ୍କନର ଆଜି ଶେଷ ଦିନ । ସାଧାରଣ ନିର୍ବାଚନକୁ ଆଉ କେଇଟା ଦିନ ବାକି ରହିଲା । ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇସାରିଲେଣି । ଭୋଟର ଦାତା ମାନଙ୍କୁ ନିଜସପକ୍ଷରେ ଆଣିବା ପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜ ଢଙ୍ଗରେ ପ୍ରସ୍ତୁତି ଚଲାଇଛନ୍ତି। ତେଵେ ଏହାରି ମଧ୍ୟରେ ପ୍ରଥପ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ କରାଯାଉଥିଲା । ଆଜି ନାମାଙ୍କନ ଦାଖଲର ଶେଷ ଦିନ ।
Read More >