ଚୈତ୍ର ଯାତ୍ରା ପାଇଁ ଚଳଚଞ୍ଚଳ ତାରାତାରିଣୀ ପୀଠ । ପୂର୍ଣ୍ଣମୀ ପରଠାରୁ ଚୈତ୍ର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶକ୍ତି ପୀଠ । ଏଥିପାଇଁ ମଙ୍ଗଳବାର ଠାରୁ ତାରାତାରିଣୀ ପୀଠରେ ଚୈତ୍ର ଯାତ୍ରା ଆରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା' ତାରାତାରିଣୀ । ଚୈତ୍ର ମାସରେ ସେଠାରେ ମହାଆଡମ୍ବର ଚୈତ୍ର ଯାତ୍ରା ପାଳନ କରାଯାଇଥାଏ । ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ତାରାତାରିଣୀ ପୀଠ ।
Read More >