ଗତ କିଛି ଦିନ ତଳେ ନ୍ୟୁରାଲିଙ୍କ କମ୍ପାନୀକୁ ଐତିହାସିକ ସଫଳତା ମିଳିଥିବା ବେଳେ ଏହା ଇତିହାସରେ ପ୍ରଥମ ଥର ପାଇଁ ମାନବ ମସ୍ତିଷ୍କରେ ସଫଳ ଭାବେ ଲିଙ୍କ କରିଥିଲା ବ୍ରେନ ଚିପ୍। Read More >
ନିକଟରେ ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲର ଡାକ୍ତରମାନେ ମଣିଷ ଶରୀରରେ ଘୁଷୁରି କିଡନୀର ସଫଳ ଟ୍ରାନ୍ସପ୍ଲାଣ୍ଟ କରି ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। Read More >
ହ୍ୟୁମାନ ଡେଫିସିଏନ୍ସି ଭାଇରସ୍(HIV) ଏକ ଏପରି ଭୂତାଣୁ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିଥାଏ। ଏହି HIV ଭୂତାଣୁ ଧୀରେ ଧୀରେ ଏକ୍ୱାୟାର୍ଡ ଇମ୍ୟୁନୋ ଡେଫିସିଏନ୍ସି ସିଣ୍ଡ୍ରୋମ୍ (AIDS) ସୃଷ୍ଟି କରିଥାଏ। Read More >
ବିଶ୍ବର ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି 'ବିଟ୍କଏନ୍' ପୁଣି ଥରେ ଚର୍ଚ୍ଚାରେ। ୨୦୨୧ ପରେ ଚାହିଦା ହରାଇଥିବା ଏହି ଡିଜିଟାଲ୍ ମୁଦ୍ରା ପୁଣିଥରେ ଦ୍ରୁତ ଗତିରେ ଗ୍ରହଣୀୟ ହେବାରେ ଲାଗିଛି। Read More >
ଭାରତ ତଥା ଏସିଆର ବିଶିଷ୍ଟ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏବେ ଗଣମାଧ୍ୟମ, ମନୋରଞ୍ଜନ ଏବଂ କ୍ରୀଡା ଶିଳ୍ପରେ ନିଜକୁ ଉପସ୍ଥିତ କରିବା ପାଇଁ ପ୍ରସ୍ତୁତ ହୋଇଥିବା ଖବର ସାମ୍ନାକୁ ଆସିଛି। Read More >
ଚୀନର ଜିଙ୍ଗାଙ୍ଗ୍ ନାମକ ଜଣେ ବ୍ୟକ୍ତି ଭିକ୍ଷା ମାଗି ଚର୍ଚ୍ଚାରେ। ଭିକ୍ଷାମାଗି ସେ ଭାରତୀୟ ମୁଦ୍ରାରେ ପ୍ରାୟ 8 ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ସବୁଠୁ ବଡ କଥା ହେଲା ଜିଙ୍ଗାଙ୍ଗ୍ ପ୍ରକୃତରେ ଜଣେ ଭିକାରୀ ନୁହଁନ୍ତି । Read More >
ଆଜି ହେଉଛି ପବିତ୍ର ଶିବରାତ୍ରୀ । ସାରା ଦେଶରେ ଲୋକମାନେ ଶିବରାତ୍ରୀକୁ ବହୁତ ଧୁମ୍ ଧାମରେ ପାଳୁଛିନ୍ତି । ତେବେ ଆପଣ ଜାଣିଛନ୍ତିକି ଶିବ ରାତ୍ରୀରେ ଦୀପକୁ ଖାଲି ଛାଡି ଆସିବା କଥା ନୁହଁ । ଯଦି ଆପଣ ଦୀପକୁ ଖାଲିରେ ଛାଡି ଆସୁଛନ୍ତି ତାହାଲେ ଆପଣଙ୍କ ସହିତ ଘଟି ପାରେ କିଛି ଅଘଟଣ । Read More >
ଏକ ସଦ୍ୟ ଆବିଷ୍କାର ପ୍ରାଚୀନ ଦୁନିଆର ଆଧୁନିକ ସୌନ୍ଦର୍ଯ୍ୟଚର୍ଯ୍ୟାକୁ ସାମ୍ନାକୁ ଆଣିଛି । ଅନୁସନ୍ଧାକାରୀମାନେ ଲିପଷ୍ଟିକର ଟ୍ୟୁବ ଆବିଷ୍କାର କରିଛନ୍ତି, ଯାହାକୁ ସେମାନେ ସର୍ବପ୍ରାଚୀନ ବୋଲି କହିଛନ୍ତି । ଇରାନର ଏୌତିହାସିକ ଜୋରେଫ୍ଟ କ୍ଷେତ୍ରରେ ଏହାକୁ ଠାବ କରାଯାଇଛି । Read More >
କିଛିଦିନ ତଳେ ଅଯୋଧ୍ୟା ଠାରେ ରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ଆମ ଦେଶ ରେ ଅନେକ ସ୍ଥାନ ରାମଙ୍କ ନାମରେ ଅଛି । Read More >
ବୟସ ଗଡିଗଲା । ଏବେ ଦୁଇ ପ୍ରେମୀ ରୋଗାଗସ୍ତ ହୋଇ ଜୀବନ ଏବଂ ମରଣ ସହ ଲଢେଇ କରୁଛନ୍ତି । ହୁଏତ ସେମାନେ ଆଉ କେଇ ଦିନର ଅତିଥି । ହେଲେ ଯେଉଁ ପ୍ରେମ ପାଇଁ ସେମାନେ ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲେ । Read More >
ପରିବର୍ତନଶୀଳ ଦୁନିଆରେ ଲୋକମାନେ ନିଜକୁ ଫିଟ ରଖିବା ପାଇଁ ଅନେକ କିଛି କରିଥାନ୍ତି । କିଏ ସକାଳୁ ଉଠି ଜିମ ଯାଏ ତ ଆଉ କିଏ ଘରେ ରହି ବ୍ୟାୟମ କରିଥାନ୍ତି , ପୁଣି ଆଉ କେତେ ଜଣ ନିଜକୁ ଫିଟ ରଖିବା ପାଇଁ ଡ଼ାଏଟ ମଧ୍ୟ କରିଥାନ୍ତି । Read More >
ଗୋ ମୂତ୍ର । ଆଜ୍ଞା ହଁ ଦର୍ଶକ ବନ୍ଧୁ ଗୋ ମୂତ୍ର । ଗୋ ମୂତ୍ର କିମ୍ବା ଗାଇର ମଳ। ଏହାକୁ ସେବନ କରିବା ଭଲ ନା ଖରାପ । କିଛି ଲୋକ ଆହାକୁ ପିଇଲେ ଭଲ ବୋଲି ଦର୍ଶାଇ ଥାଆନ୍ତି । Read More >
ଓଲଟିଲା ବାଲି ବୋଝେଇ ଡମ୍ଫର
ଘରୋଇ ହିଂସାର ତଦନ୍ତ ବେଳେ ମିଳିଲା ହରିଣ ଛାଲ
ଆକାଶ ଛୁଆଁ ସୁନା ଦର
ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ