ଚେନାବ ନଦୀରେ ଖସିଲା ଯାତ୍ରୀବାହୀ ବସ୍, ୧୨ମୃତ ୧୫ଆହାତ
Khabar Odisha:big-road-accident-in-kishtwar-of-jammu-and-kashmir
ଜାମ୍ମୁ କାଶ୍ମୀର, ସେପ୍ଟେମ୍ବର ୧୪ (ଖବର ଓଡିଶା) :

ଜାମ୍ମୁ କାଶ୍ମୀରର କିସ୍ତୱାଡାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କିସ୍ତୱାଡାର ଟକିରେ ଅଂଚଳରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଚେନାବ ନଦିରେ ଖସି ପଡିଥିଲା । ଏହି ଦୁର୍ଘଟଣାରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଆହାତ ହୋଇଛନ୍ତି ଏବଂ ୩ଜଣ ଆହାତଙ୍କୁ ଗମ୍ଭୀର ଅବସ୍ଥାରେ ହେଲିକାପ୍ଟର ଯୋଗେ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ଏବଂ ସ୍ଥାନୀୟ ଲୋକମାନେ ପହଂଚି ଚେନାବ ନଦୀରୁ ଶବ ଉଦ୍ଦାର କାର୍ଯ୍ୟରେ ଲାଗିଛନ୍ତି । 

  • Tags:

Subscribe

National International State Sports Entertainment