ଏପ୍ରିଲ୍ ୪ରୁ JEE ମେନ୍ ପରୀକ୍ଷା । ଦେଶରେ ୩୧୯ଟି ସହରରେ ପରୀକ୍ଷା କେନ୍ଦ୍ର ରହିଥିଲା ବେଳେ ଦେଶ ବାହାରେ ୨୨ ସହରରେ ପରୀକ୍ଷା କେନ୍ଦ୍ର ରହିଛି । ଏପ୍ରିଲ୍ ୪ରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍) ୨୦୨୪ ସେସନ୍-୨ ଆରମ୍ଭ ହେବ। ଏପ୍ରିଲ୍ ୪ରୁ JEE ମେନ୍ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ୱେବ୍ସାଇଟ୍ରେ ଆବେଦନକାରୀଙ୍କ ଆଡ ଆଡମିଟ୍ କାର୍ଡ ସହ ସେଥିରେ ପରୀକ୍ଷା କେନ୍ଦ୍ର ତାଲିକା ଉପଲବ୍ଧ ହେଉଛି ।
Read More >