ଉତ୍ତରପ୍ରଦେଶରେ ଘଟିଛି ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଯାଇଛି ଭାଇଭଉଣୀଙ୍କ ଜୀବନ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ, ଉତ୍ତରପ୍ରଦେଶର ସୁଲତାନପୁରରେ ଏକ ବାଇକ ଯୋଗେ ଭାଇଭଉଣୀ ଘରକୁ ଆସୁଥିବା ସମୟରେ ତାଙ୍କ ବାଇକକୁ ଏକ ଟ୍ରକ ଧକ୍କା ଦେଇଥିଲା
Read More >