ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବ୍ୟାପିବାରେ ଲାଗିଛି ବାର୍ଡ ଫ୍ଲୁ । ବାର୍ଡ ଫ୍ଲୁ ପାଇଁ ପକ୍ଷୀମାନଙ୍କୁ ମାରିଦେବା ସହିତ ସେମାନଙ୍କ ଅଣ୍ଡାକୁ ନଷ୍ଟ କରି ଦିଆଯାଉଛି । ବାର୍ଡ ଫ୍ଲୁ ସଂକ୍ରମଣକୁ ରୋକିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି Read More >
ବିହାରର ରାଜଧାନୀ ପଟଣା ରେଲୱେ ଜଙ୍କସନ ନିକଟରେ ହୁତୁହୁତୁ ହୋଇ ଜଳିଲା ହୋଟେଲ। ତେବେ ଏହି ଅଗ୍ନିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ହୋଇଥିବା ବେଳେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। Read More >
ଦୁବାଇ ପରେ ଏବେ କେନିୟା ଭୟଙ୍କର ବନ୍ୟା ପରିସ୍ଥିତି । ଜୁଆଡେ ଚାହିଁବ ଖାଲି ପାଣି ହିଁ ପାଣି । ଆଉ ଏହି ବନ୍ୟା ରେ ବର୍ତମାନ ସୁଦ୍ଧା ୩୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକ ଲକ୍ଷ ଦଶହଜାର ଲୋକ ବାସହୀନ ହୋଇସାରିଲେଣି । Read More >
ଆଜି ହେଉଛି ବିଶ୍ୱ ମ୍ୟାଲେରିଆ ଦିବସ ।ମ୍ୟାଲେରିଆ ରୋଗପ୍ରତି ଜନସଚେତନା ସୃଷ୍ଟି କରିବା ସହ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିବର୍ଷ ଏପ୍ରିଲ୍ ୨୫ ତାରିଖକୁ ‘ବିଶ୍ବ ମ୍ୟାଲେରିଆ ଦିବସ’ ଭାବେ ପାଳନ କରାଯାଏ। ୨୦୦୭ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୬୦ତମ ଅଧିବେଶନରେ ଏହାକୁ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। Read More >
ଅରୁଣାଞ୍ଚଳ ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାଫଳରେ ଭୟଙ୍କର ଭୂସ୍ଖଳନ ସୃଷ୍ଟି ହୋଇଛି । ଯାହାଫଳରେ ଭାରତ-ଚୀନ ସୀମାନ୍ତ ରାସ୍ତା ଧୋଇ ଯାଇଛି Read More >
କଂଗ୍ରେସ ଉପରେ ପୁଣି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ମଧ୍ୟପ୍ରଦେଶର ମୁରେନା ସଂସଦୀୟ କ୍ଷେତ୍ରରେ ପ୍ରଚାର ବେଳେ ବିଜେପି ପାଇଁ ଦେଶ ଛଡା ଆଉ କିଛି ବଡ ନୁହେଁ, କିନ୍ତୁ କଂଗ୍ରେସ ପାଇଁ ପରିବାର ହିଁ ସବୁକିଛି ବୋଲି ମୋଦି କହିଛନ୍ତି। Read More >
ପେଟ୍ରୋଲିଂ ସମୟରେ ଗୁଳି ବିନିମୟରେ ଜଣେ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହେବା ସହିତ ଆଉ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି Read More >
ମହୁମାଛି ଆକ୍ରମଣରେ 40 ଜଣ ଛାତ୍ର ଆହାତ। ଉତ୍ତର ପ୍ରଦେଶ ଆଗ୍ରା ଜିଲ୍ଲା ଅନ୍ତର୍ଗତ ବାହ ଗାଁରେ ମହୁମାଛି ଆକ୍ରମଣରେ ସ୍କୁଲର ପାଖା ପାଖି 40 ଜଣ ଛାତ୍ର ଆହାତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 6 ଜଣ ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । Read More >
ଭାରସାମ୍ୟ ହରାଇ ଟ୍ରକକୁ ପଛରୁ ଧକ୍କା ଦେଲା କାର୍। ଫଳରେ ଘଟଣାସ୍ଥଳରେ ଚାଲିଗଲା ୬ ନିରୀହ ଜୀବନ। ମୃତକଙ୍କ ମଧ୍ୟରେ ଜଣେ ନବଜାତ ଶିଶୁ ଥିବା ଜଣାପଡିଛି। ତେବେ ମୃତକମାନେ ହାଇଦ୍ରାବାଦର ବାସିନ୍ଦା ବୋଲି ଜଣାପଡିଛି। ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ହାଇଦ୍ରାବାଦ-ବିଜୟୱାଡା ଜାତୀୟ ରାଜପଥରେ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣା ବାବଦରେ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। Read More >
ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ଏହି ମହାଯୁଦ୍ଧ ପଇଁ ଗତକାଲି ପ୍ରଚାର ଲଢେଇ ଥମିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ପୋଲିଂ ଷ୍ଟେସନ ଗୁଡିକରେ ଧିରେ ଧିରେ ଆସୁଛନ୍ତି ପୋଲିଂ କର୍ମଚାରୀ Read More >
ପୁଣି ଥରେ ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁସେନାର UAV ବିମାନ । ରାଜସ୍ଥାନରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁସରେ, ଗୁରୁବାର ସକାଳୁ ଭାରତୀୟ ବାୟୁସେନାର ଟ୍ରେନିଂ ବିମାନଟି ଟ୍ରେନିଂ ପାଇଁ ଉଡାଣ ଭରିଥିଲା Read More >
ସାଧାରଣତଃ ଟ୍ରେନରେ ଯାତ୍ରା କରିବା ସମୟରେ ଆମେ ବେଳେବେଳେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥାଉ । ଯେମିତିକି ବେଳେବେଳେ ଟ୍ରେନ ଟିକେଟ କନଫର୍ମ ନହୋଇ ୱେଟିଂ ଲିଷ୍ଟରେ ରହିଯାଏ ଆଉ ଆମକୁ ସିଟକୁ ଅପେକ୍ଷା କରିବାକୁ ପଡିଥାଏ । Read More >
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ପାକିସ୍ତାନ କ୍ରିକେଟର ବିସ୍ମା ମାରୋଫ
ଆତଙ୍କ ସୃଷ୍ଟି କଲା ବାର୍ଡ ଫ୍ଲୁ
ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ : ୬ ମୃତ
ସୋନପୁରରେ ହେବ ବିଶାଳ ସମାବେଶ