ନାରୀ ଶକ୍ତି ସମ୍ମାନ ସମାରୋହରେ ବିଭିନ୍ନ କ୍ଷେତ୍ରର ୧୦୧ ମହିଳାଙ୍କୁ କରାଯିବ ସମ୍ମାନିତ
Khabar Odisha:101-women-will-be-honored-at-the-womens-power-ceremony
ନୂଆଦିଲ୍ଲୀ, ଅଗଷ୍ଟ ୧୦, (ଖବର ଓଡିଶା)

ମହିଳା ଉସ୍ଥାନ ସମିତି ନଗର ନିଗମ ଦ୍ୱାରା ଶୁକ୍ରବାର ଦିନ ପ୍ରାୟ ୫ ବେଳେ ଆୟୋଜିତ ନାରୀ ଶକ୍ତି ସମ୍ମାନ ସମାରୋହର ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ଊପ ସମାରୋହରେ ଶ୍ରୀ ମନୋଜ ଭରଦ୍ୱାଜ ପ୍ରସ୍ତୁତିର ସବୁ ଦାଇତ୍ୱ ନେଇଥିବା ବେଳେ ଅଧିକାରୀମାନଙ୍କୁ ଅନ୍ୟାନ୍ୟ ଆବଶ୍ୟକୀୟ ଦିଗ ପ୍ରତି ଧ୍ୟାନ ଦେବାକୁ କହିଛନ୍ତି । 

ଡେପୁଟି କମିଶନର (ଅଗ୍ନିଶମ) ଶ୍ରୀମତୀ କ୍ଷୀପ୍ରା ଶର୍ମା କହିଛନ୍ତି କି ନାରୀ ଶକ୍ତି ସମ୍ମାନ ସମାରୋହରେ ବିଭିନ୍ନ କ୍ଷେତ୍ରରେ ଉକୃଷ୍ଠ କାର୍ଯ୍ୟ କରିଥିବା ୧୦୧ ମହିଳାଙ୍କୁ ପ୍ରଶସ୍ତି ପତ୍ର ଦେଇ ସମ୍ମାନିତ କରାଯିବ ।

ସେ ଆହୁରି ମଧ୍ୟ କହିଛନ୍ତି କିଏହି ଅବସରରେ ୧୫୦୦ରୁ ଅଧିକ ଆବଶ୍ୟକୀୟ ମହିଳାଙ୍କ ଶାଢୀ ପ୍ରଦାନ କରାଯିବ । ଏହା ବ୍ୟତିତ ଏହି ସମାରୋହରେ ବିଭିନ୍ନ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ନାରୀ କେନ୍ଦ୍ରୀକ କାର୍ଯ୍ୟର ପ୍ରତିଯୋଗୀତା ଆୟୋଜନ କରାଯିବ । 

  • Tags:

Subscribe

National International State Sports Entertainment